Browsing Tag

Russia

ସ୍କୁଲରେ ଆଖିବୁଜା ଗୁଳି; ୫ ଛାତ୍ରଛାତ୍ରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ…ନିଜକୁ ମାରିଦେଲା ଆକ୍ରମଣକାରୀ

ରୁଷ୍‌ର ଏକ ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ ଘଟିଛି। ଏଥିରେ ୫ ଛାତ୍ରଛାତ୍ରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିବା ସୂଚନା ରହିଛି। ରୁଷ୍‌ର ଗୃହମନ୍ତ୍ରୀ ଏକ ବୟାନ ଜାରି କରି ଏ ନେଇ ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବକ, ଘଟଣା ଇଜେବସ୍କ ଅଞ୍ଚଳରେ ଥିବା ଏକ…

ଯୁଦ୍ଧକୁ ପୂରିଲା ୭ ମାସ: ତେଜିଲା ୟୁକ୍ରେନ୍‌ ସେନାର ପୁନର୍ଦଖଲ ପ୍ରକ୍ରିୟା , ୫ ରାଷ୍ଟ୍ରର ସହଯୋଗ ପାଇଁ ରୁଷ୍‌ର…

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଚାଲିଛି ୭ ମାସ । ରୁଷ ଆକ୍ରମଣରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏସବୁ ଭିତରେ ରୁଷ ଦଖଲ କରିଥିବା କେତେକ ପ୍ରମୁଖ ଅଞ୍ଚଳକୁ ୟୁକ୍ରେନ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବାରେ ସଫଳ ହୋଇଛି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଉତ୍ତରପୂର୍ବ…

ରୁଷ୍‌ର ବଡ଼ ଆକ୍ରମଣ! ୟୁକ୍ରେନର ବ୍ୟସ୍ତବହୁଳ ରେଳ ଷ୍ଟେସନକୁ ମାଡ଼ କଲା ରକେଟ୍‌; ୨୨ ଜଣଙ୍କ ମୃତ୍ୟୁ

ୟୁକ୍ରେନର ସ୍ୱାଧୀନତା ଦିବସ ପାଳନ ଚାଲିଥିବା ବେଳେ ସେପଟେ ରକେଟ୍‌ ମାଡ଼ କରିଛି ରୁଷ୍‌। ୟୁକ୍ରେନର ଏକ ବ୍ୟସ୍ତବହୁଳ ରେଲେଓ୍ଵ ଷ୍ଟେସନ ଉପରେ ରୁଷ୍‌ ରକେଟ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାଖାପାଖି ୨୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି…

ଆଇଏସ୍‌ଆଇଏସ୍‌ ଟାର୍ଗେଟ୍‌ରେ ଭାରତର ଜଣେ ବଡ଼ ନେତା! ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ରଚିଥିଲା ହତ୍ୟା ଷଡ଼ଯନ୍ତ୍ର; ସୂଚନା…

ଆଇଏସ୍‌ଆଇଏସ୍‌ ଟାର୍ଗେଟ୍‌ରେ ଭାରତର ଜଣେ ବଡ଼ ନେତା। ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି ରୁଷ୍‌। ରୁଷ୍‌ର ସୁରକ୍ଷା ଏଜେନ୍ସି ସୋମବାର ଏହି ସୂଚନା ଦେଇ କହିଛି କି, ଏହାର ଅଧିକାରୀମାନେ ଜଣେ ଆତ୍ମଘାତୀ ବିସ୍ଫୋରକଙ୍କୁ ଗିରଫ କରିଛନ୍ତି, ଯିଏକି ଭାରତର ଜଣେ ଶାସକ ଦଳର ବରିଷ୍ଠ ନେତାଙ୍କ ଉପରେ…

ଅବିକଳ ମଣିଷର ଯାଆଁଳା ରୋବଟ୍‌ ବନାଉଛି ଋଷ….ଫ୍ୟାକ୍ଟ୍ରିରେ ଚାଲିଛି ଏହି କାମ…

ଯାଆଁଳା ପିଲାଙ୍କ ଜନ୍ମ ହେଲେ ଆମେ ଭାବୁ ଯେ ସେମାନଙ୍କ ମଧ୍ୟରେ ସବୁକିଛି ସମାନ ପ୍ରକୃତି ଥିବ । ମାନେ ରୂପ, ଗୁଣ ପ୍ରାୟତଃ ସମାନ ଥିବ । କିନ୍ତୁ ଅଧିକାଂଶ ଟ୍ଵିନ୍ସ ଏକା ଭଳି ନଥାନ୍ତି । ସେମାନେ ଜନ୍ମ ତ ଅଳ୍ପ ବ୍ୟବଧାନରେ ହୁଅନ୍ତି କିନ୍ତୁ ସେମାନଙ୍କ ରୂପ, ସ୍ୱଭାବ ସବୁକିଛି ଅଲଗା ହୋଇଥାଏ ।…

ଏଠାରେ ଜନ୍ମ କଲେ ୧୦ ଟି ସନ୍ତାନ ପାଇବେ ୧୩ ଲକ୍ଷ ଟଙ୍କା ପୁରସ୍କାର, ଏଥିସହିତ ପାଇବେ ମଦର ହିରୋଇନ ପୁରସ୍କାର

ମସ୍କୋ : ଋଷରେ ଏବେ ଜନ୍ମ ହାର କମିବାରେ ଲାଗିଛି । ଯେଉଁଥିପାଇଁ ଦେଶର ଜନସଂଖ୍ୟାରେ ହ୍ରାସ ଘଟୁଛି । କ୍ଷେତ୍ରଫଳ ଅନୁଯାୟୀ ଋଷ ସାରା ବିଶ୍ୱରେ ସବୁଠୁ ବଡ଼ ଦେଶ । ହେଲେ ଏହାର ଜନସଂଖ୍ୟା ମାତ୍ର ୧୪ କୋଟି ୪୧ ଲକ୍ଷ । ଏଥିପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ସୋଭିଏତ ଯୁଗର ମଦର ହିରୋଇନ…

ହୁ ହୁ ହୋଇ ଜଳୁଛି ୟୁକ୍ରେନ୍‌ର ଓଡେସା ପୋର୍ଟ, ମିସାଇଲ ମାଡ଼ କଲା ରୁଷ୍‌

ନୂଆଦିଲ୍ଲୀ: ହୁ ହୁ ହୋଇ ଜଳୁଛି ୟୁକ୍ରେନ୍‌ର ଓଡେସା ପୋର୍ଟ। ଜାହାଜରେ ଲାଗିଛି ନିଆଁ। ଯେଉଁ ବନ୍ଦରରୁ ବିଶ୍ୱ ବଜାରକୁ ଗହମ ରପ୍ତାନି ହୋଇଥାନ୍ତା, ଏବେ ସେହି ବନ୍ଦର ଉପରେ ମିସାଇଲରେ ହେଉଛି ଆକ୍ରମଣ। ଇସ୍ତାନ୍‌ବୁଲ ରାଜିନାମାର ଦିନକ ପରେ ଓଡେସା ପୋର୍ଟରେ ମିସାଇଲ ମାଡ଼ କରିଛି ରୁଷ୍‌।…

ଯୁଦ୍ଧ ଭିତରେ ଚର୍ଚ୍ଚା: ରୁଷ୍‌ ସୈନ୍ୟଙ୍କ ପାଇଁ କାଳ ସାଜି ଆସିଲା ୟୁକ୍ରେନର ଛେଳି; ୪୦ରୁ ଅଧିକ ସୈନ୍ୟଙ୍କୁ ଦେଲା…

ରୁଷ୍‌ ଓ ୟୁକ୍ରେନ ଯୁଦ୍ଧକୁ ୫ ମାସ ହୋଇଗଲାଣି। ତଥାପି ରୁଷ୍‌, ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେପଟେ ୟୁକ୍ରେନ ବି ଏହି ଆକ୍ରମଣର ଜବାବ୍‌ ଦେଇ ଚାଲିଛି। ଏହାରି ଭିତରେ ୟୁକ୍ରେନର ଏକ ଛେଳି ଏବେ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କାରଣ, ଏହି ଛେଳି ଯୋଗୁ ରୁଷ୍‌ର…

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୧୦୦ ଦିନ: ନା’ ଅଟକୁଛି ପୁଟିନ୍‌ ସେନା ନା’ ହାର ମାନୁଛନ୍ତି ୟୁକ୍ରେନ୍‌ବାସୀ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ଜୁନ୍‌ ୩ରେ ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ରୁଷ୍‌କୁ ପ୍ରଥମେ ଲାଗିଥିଲା ଯେ ସେମାନେ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବେ। କିନ୍ତୁ ୟୁକ୍ରେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ…

ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନାର ସାଂଘାତିକ ଆକ୍ରମଣ, ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼

କେନ୍ୟୁଜ୍(ବ୍ୟୁରୋ): ୪୦ ସହରକୁ ରୁଷର ଟାର୍ଗେଟ । ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନା ସାଂଘାତିକ ଆକ୍ରମଣ କରୁଛନ୍ତି । ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼ କରୁଛନ୍ତି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରୁଷ ହମଲାରେ ୫୨ଟି ଆପାର୍ଟମେଣ୍ଟ…

ଥରେ ନୁହେଁ, ୫ ଥର ହୋଇଛି ପୁଟିନଙ୍କୁ ହତ୍ୟା ଉଦ୍ୟମ! ଏବେ ଗାଧୋଇବା, ଖାଇବାକୁ ମଧ୍ୟ ଭୟ କରୁଛନ୍ତି ରୁଷ୍‌ ରାଷ୍ଟ୍ରପତି

ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଏବେ ଚର୍ଚ୍ଚା ପୁଣିଥରେ ଜୋର୍‌ ଧରିଛି। ପୁଟିନ ପୂର୍ବରୁ ହିଁ ଖୁଲାସା କରି ସାରିଛନ୍ତି ଯେ ତାଙ୍କ ଉପରେ ୫ ଥର ହତ୍ୟା ଉଦ୍ୟମ ହୋଇଛି। ଏବେ ରାଷ୍ଟ୍ରପତିଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ…

ବିଜୟ ଦିବସରେ ପୁଟିନ୍‌ଙ୍କ ବାର୍ତ୍ତା- ‘ଯୁଦ୍ଧ କରି ଭଲ କରିଛୁ, ଠିକ୍‌ ନିଷ୍ପତ୍ତି ନେଇଛି ରୁଷ୍‌’

ଆଜି ବିଜୟ ଦିବସ ପାଳିଛି ରୁଷ୍‌। ଭିକ୍‌ଟ୍ରି ଡେ’ ଅବସରରେ ସାରା ବିଶ୍ୱକୁ ବାର୍ତ୍ତା ଦେଇଛି ରୁଷ୍‌। ପୁଟିନ୍‌ କହିଛନ୍ତି, କାହିଁକି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି ମସ୍କୋ। ରେଡ୍‌ ସ୍କୋୟାରରେ ପରେଡ୍‌ ଅଭିବାଦନ ଗ୍ରହଣ କରି ଯୁଦ୍ଧକୁ ଯଥାର୍ଥ କହିଛନ୍ତି ପୁଟିନ୍‌। ୟୁକ୍ରେନ୍‌ ଆକ୍ରମଣକୁ…