Browsing Tag

russia banned in sports

ଡୋପ୍‌ ଟେଷ୍ଟରେ ଫେଲ୍‌ ରୁଷିଆ ଅଲିମ୍ପିକ୍ସ ଓ ଫିଫା ବିଶ୍ୱକପ୍‌ରୁ ବିଦା

ନୂଆଦିଲ୍ଲୀ : ରୁଷିଆକୁ ବଡ଼ ଝଟ୍‌କା । ଏହି ଦେଶ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ କିମ୍ବା ୨୦୨୨ ଫିଫା ବିଶ୍ୱକପ୍‌ରେ ଭାଗ ନେଇ ପାରିବ ନାହିଁ । ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍‌ସୀ (ଓ୍ଵାଡା) ରୁଷିଆ ଉପରେ ଏହି କଟକଣା ଜାରି କରିଛି । ଓ୍ଵାଡାର ସୂଚନା ଅନୁଯାୟୀ, ରଉ୍େ‌ର ଆଥ୍‌ଲେଟ୍‌ମାନେ ନିୟମିତ…