Browsing Tag

Russia Ukraine crisis

ଜେଲେନ୍‌ସ୍କିଙ୍କ ‘ଗୋଟିଏ ଶବ୍ଦର ଟ୍ଵିଟ୍‌’ ସୃଷ୍ଟି କଲା ହଇଚଇ! ପସନ୍ଦ କଲେଣି ୧.୫ ଲକ୍ଷରୁ ଅଧିକ ଲୋକ…ଜାଣନ୍ତୁ କ’ଣ…

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ବି ଫଳାଫଳ ମିଳିପାରି ନାହିଁ। ଉଭୟ ଦେଶ କେହି କାହାକୁ ଛାଡ଼ିବାକୁ ନାରାଜ। ଯଦିଓ ଏହି ଯୁଦ୍ଧରେ ୟୁକ୍ରେନ ବହୁତ କ୍ଷତି ସହିଛି, କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଯବାନମାନେ ଅସ୍ତ୍ର…

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଆଲିନାଙ୍କୁ ବ୍ୟାନ୍‌ କଲା ଆମେରିକା, ପାସ୍‌ଫୋର୍ଟ ରଦ୍ଦ

ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଉପରେ ଆମେରିକାର କଟକଣା। ରୁଷ ରାଷ୍ଟ୍ରପତିଙ୍କ ଉପରେ ବ୍ୟାନ ଲଗାଇବା ପରେ ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଆଲିନା ମାରତୋଭନାଙ୍କ ଉପରେ କଟକଣା ଲଗାଇଛି ଆମେରିକା। ତାଙ୍କ ପାର୍ସପୋଟକୁ ରଦ୍ଦ କରାଯାଇଛି। ୩୯ ବର୍ଷୀୟା ଆଲିନାଙ୍କ ପୁଟିନଙ୍କ ସହ ଘନିଷ୍ଠ ସମ୍ପର୍କ…

ଖୁସି ଖବର! ୟୁକ୍ରେନ୍‌ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ ରୁଷ୍‌ ବିଦ୍ୟାଳୟରେ ଜାରି ରଖିପାରିବେ ପାଠପଢ଼ା, ଏଠି ମଧ୍ୟ…

ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ଏଠାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍କଟ ଭିତରକୁ ଚାଲି ଯାଇଛି। ହେଲେ ଏହାରି ଭିତରେ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ ରଷିୟାନ୍‌ ୟୁନିଭିର୍ସିଟିରେ ନିଜର ନାମ ଲେଖାଇ ପାରିବେ। ଏଠି ସେମାନେ ନିଜ…

ପିଲାଙ୍କ ସୁରକ୍ଷା ପାଇଁ ଭାବବିହ୍ଵଳ ହୋଇ ସାହାଯ୍ୟ ମାଗିଲେ ପ୍ରିୟଙ୍କା, ସେୟାର କଲେ ପୋଷ୍ଟ

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପରିଚୟର ଆବଶ୍ୟକତା ନାହିଁ। ଏବେ ପ୍ରିୟଙ୍କା ସ୍ୱାମୀ ନିକଙ୍କ ସହିତ ବ୍ୟସ୍ତ ରହିଛନ୍ତି। ନିକଟରେ ପ୍ରିୟଙ୍କାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ…

ମାରିୟୁପୁଲ, ଆଜୋଭଷ୍ଟଲକୁ ସମ୍ପୂର୍ଣ୍ଣ ଦଖଲ କଲା ରୁଷ, ଡୋନବାସ ଅଞ୍ଚଳରେ ଜାରି ରହିଛି ଭୀଷଣ ଯୁଦ୍ଧ

ନୂଆଦିଲ୍ଲୀ : ମାରିୟୁପୁଲକୁ ସମ୍ପୂର୍ଣ୍ଣ କବ୍‌ଜା କଲା ରୁଷ । ମାରିୟୁପୁଲ, ଆଜୋଭଷ୍ଟଲକୁ ସମ୍ପୂର୍ଣ୍ଣ ଦଖଲ କଲା ରୁଷ । ଆଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରୁ ଶେଷ ୟୁକ୍ରେନ ସୈନ୍ୟ ଅସ୍ତ୍ରତ୍ୟାଗ କଲେ । ୨ ହଜାର ୪୦୦ ୟୁକ୍ରେନ ସୈନ୍ୟ ଆଜୋଭଷ୍ଟଲରେ ସରେଣ୍ଡର କଲେ । ସମସ୍ତ ୟୁକ୍ରେନ ଯୋଦ୍ଧାଙ୍କୁ ରୁଷ…

ୟୁକ୍ରେନ୍‌ ପାଇଁ ୩ ଲକ୍ଷ କୋଟି ସହାୟତା ଘୋଷଣା କଲା ଆମେରିକା, ଧନ୍ୟବାଦ ଜଣାଇଲେ ଜେଲେନ୍‌ସ୍କି

ୟୁକ୍ରେନ୍‌ ପାଇଁ ୩ ଲକ୍ଷ କୋଟି ସହାୟତା ଘୋଷଣା କଲା ଆମେରିକା। ଆମେରିକା ସିନେଟରେ ୟୁକ୍ରେନ୍‌ ସହାୟତାକୁ ମଞ୍ଜୁରୀ ମିଳିଲା। ୟୁକ୍ରେନକୁ ୩ ଲକ୍ଷ କୋଟିର ଆମେରିକା ସହାୟତା ମିଳିବ। ଏଥିରେ ସାମରିକ ଓ ମାନବୀୟ ସହାୟତା ସାମିଲ ଅଛି। ଏ ନେଇ ଆମେରିକା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।…

ଯୁଦ୍ଧ ବିରତି ଲାଗି ପ୍ରଥମ ଥର ପାଇଁ ରୁଷ୍‌ ସହ ଆଲୋଚନା କଲା ଆମେରିକା, ଘଣ୍ଟାଏ କଥା ହେଲେ ପ୍ରତିରକ୍ଷା ସଚିବ

ରୁଷ- ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧରେ କେବେ ବିରାମ ଲାଗିବ ଏବେ ସେ ନେଇ ସବୁଠି ପ୍ରଶ୍ନ। ଯୁଦ୍ଧ ବିରତି ପାଇଁ ରୁଷ୍‌କୁ ଅପିଲ କରିଛି ଆମେରିକା। ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ କଥା ହୋଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌। ପ୍ରାୟ ୧ ଘଣ୍ଟା…

ବିଜୟ ଦିବସରେ ପୁଟିନ୍‌ଙ୍କ ବାର୍ତ୍ତା- ‘ଯୁଦ୍ଧ କରି ଭଲ କରିଛୁ, ଠିକ୍‌ ନିଷ୍ପତ୍ତି ନେଇଛି ରୁଷ୍‌’

ଆଜି ବିଜୟ ଦିବସ ପାଳିଛି ରୁଷ୍‌। ଭିକ୍‌ଟ୍ରି ଡେ’ ଅବସରରେ ସାରା ବିଶ୍ୱକୁ ବାର୍ତ୍ତା ଦେଇଛି ରୁଷ୍‌। ପୁଟିନ୍‌ କହିଛନ୍ତି, କାହିଁକି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି ମସ୍କୋ। ରେଡ୍‌ ସ୍କୋୟାରରେ ପରେଡ୍‌ ଅଭିବାଦନ ଗ୍ରହଣ କରି ଯୁଦ୍ଧକୁ ଯଥାର୍ଥ କହିଛନ୍ତି ପୁଟିନ୍‌। ୟୁକ୍ରେନ୍‌ ଆକ୍ରମଣକୁ…

୫୪ ଦିନରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ପୁଟିନ୍‌ ବାହିନୀର ଲକ୍ଷ ଲକ୍ଷ ଯବାନଙ୍କୁ ମାରିଲେଣି ଜେଲେନ୍‌ସ୍କି ସେନା

୫୪ ଦିନରେ ଯୁଦ୍ଧ। ଲଢ଼ୁଆ ଜବାବ ଦେଉଛି ୟୁକ୍ରେନ୍‌। ରୁଷ୍‌ର କ୍ଷତି ବଢ଼ୁଛି। ସେନା ବାହିନୀ ସହ ବିପୁଳ ଅସ୍ତ୍ରଶସ୍ତ୍ର ହରାଉଛି ରୁଷ୍‌। ରୁଷ୍‌ ସୈନ୍ୟଙ୍କ ରକ୍ତରେ ଭିଜୁଛି ୟୁକ୍ରେନ୍‌ ମାଟି। ଇତି ମଧ୍ୟରେ ପୁଟିନ୍‌ ବାହିନୀର ୨୦ ହଜାର ୬୦୦ ସୈନ୍ୟ ନିହତ ହେଲେଣି। କେତେ ଅସ୍ତ୍ରଶସ୍ତ୍ର ହରାଉଛି…

ରୁଷ୍‌ର ବ୍ୟାନ୍‌ ସତ୍ତ୍ୱେ ଜେଲେନ୍‌ସ୍କିଙ୍କ ସହ କଥା ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌, କହିଲେ-ଆଗକୁ…

ରୁଷ୍‌ ସହ ଯୁଦ୍ଧରେ ଆମେରିକା ପରେ ଯଦି କୌଣସି ଦେଶ ୟୁକ୍ରେନ୍‌ର ସାଥ୍‌ ଦେଉଛି, ତେବେ ସେ ହେଉଛି ବ୍ରିଟେନ୍‌। ବ୍ରିଟେନ୍‌ ୟୁକ୍ରେନ୍‌କୁ ସମସ୍ତ ସାହାଯ୍ୟ କରୁଛି। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଶନିବାର ରାତିରେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲେଦିମିର ଜେଲେନ୍‌ସ୍କିଙ୍କ ସହ…

ୟୁକ୍ରେନ୍‌ ରାସ୍ତାରେ ଜେଲେନ୍‌ସ୍କିଙ୍କ ବୁଲୁଛନ୍ତି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌; ଦେଖନ୍ତୁ ଭିଡିଓ

ୟୁକ୍ରେନ୍‌ ଉପରେ ଅବିରତ ଆକ୍ରମଣ କରି ଚାଲିଛି ରୁଷ୍‌। ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌। ଏହି ଅଚାନକ ଯାତ୍ରା ବେଳେ ସେ କିଭ୍‌ର ରାସ୍ତାରେ ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲଦିମିର ଜେଲେନ୍‌ସ୍କିଙ୍କ ସହ ବୁଲୁଥିବା…

ଲୋକଙ୍କୁ ଆଶ୍ରୟ ଦେବା ପାଇଁ କୋଟିଏ ଟଙ୍କାର ଘର କିଣିଲେ ଏହି ବ୍ୟକ୍ତି, ୟୁକ୍ରେନ ଶରଣାର୍ଥୀଙ୍କୁ କରୁଛନ୍ତି ସାହାଯ୍ୟ

ଆଜିକାଲି ମାଗଣାରେ କେହି କିଛି ବି କାହାକୁ ଦେଉନାହାନ୍ତି। ସବୁ ଜିନିଷର ଉଚିତ ମୂଲ୍ୟ ଦେବାକୁ ପଡୁଛି। କିନ୍ତୁ ଏମିତି ଜଣେ ବ୍ୟକ୍ତି ରହିଛନ୍ତି, ଯିଏ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଘର କିଣିଛନ୍ତି। କିନ୍ତୁ ନିଜେ ରହିବା ପାଇଁ ନୁହେଁ ବରଂ ୟୁକ୍ରେନ ଶରଣାର୍ଥୀ ପରିବାର ରହିବା ପାଇଁ ଏହି ଘର…