Browsing Tag

Russian

ଯୁଦ୍ଧ ବିରତି ଲାଗି ପ୍ରଥମ ଥର ପାଇଁ ରୁଷ୍‌ ସହ ଆଲୋଚନା କଲା ଆମେରିକା, ଘଣ୍ଟାଏ କଥା ହେଲେ ପ୍ରତିରକ୍ଷା ସଚିବ

ରୁଷ- ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧରେ କେବେ ବିରାମ ଲାଗିବ ଏବେ ସେ ନେଇ ସବୁଠି ପ୍ରଶ୍ନ। ଯୁଦ୍ଧ ବିରତି ପାଇଁ ରୁଷ୍‌କୁ ଅପିଲ କରିଛି ଆମେରିକା। ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ କଥା ହୋଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌। ପ୍ରାୟ ୧ ଘଣ୍ଟା…

ଆସନ୍ତାକାଲି ରୁଷର ବିଜୟ ଦିବସ, ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ଦେଶ ଗୁଡିକ ଥରିଲେଣି ଭୟରେ

ନୂଆଦିଲ୍ଲୀ : ୯ ତାରିଖକୁ ନେଇ ଭୟ। ଆସନ୍ତାକାଲି ବିଜୟ ଦିବସ ପାଳିବ ରୁଷ୍‌। ନାଜି ଜର୍ମାନୀ ଉପରେ ମସ୍କୋର ବିଜୟ ପରିପ୍ରେକ୍ଷୀରେ ଏହା ପାଳନ କରାଯିବ। ଏହି ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବଡ଼ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ୟୁକ୍ରେନ୍‌ ଓ…

କିଭ୍‌ ଉପରେ ରୁଷର ମିସାଇଲ ହମଲା : ଚାରିଆଡେ ଧୂଆଁମୟ, ଆକ୍ରମଣରେ ୬ ମୃତ ୧୦ ଆହତ

ନୂଆଦିଲ୍ଲୀ : କିଭ୍‌ ଉପରେ ରୁଷର ହମଲା । କିଭ୍‌ ଉପରେ ରୁଷର ମିସାଇଲ ହମଲା । ଯୁଦ୍ଧ ରୋକିବା ପାଇଁ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ କରିବା ପରେବି, କାହା କଥା ଶୁଣି ନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି ରଖିଛି ପୁଟିନ ସେନା । ଏପରିକି ସଂଯୁକ୍ତ…

ଗର୍ଜୁଛି ରୁଷ୍‌ ଫାଇଟର ଜେଟ୍‌: ୟୁକ୍ରେନ୍‌ ଉପରେ ହମ୍‌ଲା ପାଇଁ ଚାଲିଛି ତୟାରି, ଖଞ୍ଜା ଯାଉଛି ହତିଆର

ନୂଆଦିଲ୍ଲୀ : ସେକେଣ୍ଡ ଫେଜ୍‌ ଆଟାକ୍‌ । ପୂର୍ବ ୟୁକ୍ରେନରେ ଜୋରଦାର ହମଲା କରିଛି ଋଷ। ଗର୍ଜୁଛି ରୁଷ୍‌ ଫାଇଟର ଜେଟ୍‌। ୟୁକ୍ରେନ୍‌ ଉପରେ ହମ୍‌ଲା ପାଇଁ ଚାଲିଛି ତୟାରି। ଖଞ୍ଜା ଯାଉଛି ହତିଆର। ଆକାଶରୁ ୟୁକ୍ରେନ୍‌ ଉପରେ ବର୍ଷା କରିବ ମିଶାଇଲ୍‌। ବ୍ଲାକ୍‌ ସି’ରେ ଯୁଦ୍ଧ ଜାହାଜ ମସ୍କଭା…

ରୁଷ ସେନାକୁ ଜେଲେନ୍‌ସ୍କିଙ୍କ ଆହ୍ଵାନ: ଆତ୍ମସମର୍ପଣ କର ଉଚିତ ବ୍ୟବହାର ପାଇବ

ନୂଆଦିଲ୍ଲୀ : ରୁଷ ସେନାକୁ ଜେଲେନ୍‌ସ୍କିଙ୍କ ଆହ୍ଵାନ, ଆତ୍ମସମର୍ପଣ କର। ଆତ୍ମସମର୍ପଣ କଲେ ଉଚିତ ବ୍ୟବହାର ପାଇବ। ପୂର୍ବରୁ ଜେଲେନ୍‌ସ୍କି ସ୍ପଷ୍ଟ କରିଥିଲେ ୟୁକ୍ରେନ ଆତ୍ମସମର୍ପଣ କରିବ ନାହିଁ। ରୁଷ ସେନାକୁ ଦେଶ ଛାଡିବାକୁ ଚେତାବନୀ ଦେଇଥିଲେ। ଆଜି ପୁଣି ରୁଷ ସେନା ଉଦ୍ଦେଶ୍ୟରେ କହିଛନ୍ତି,…

କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ ଋଷ ସେନା , ଘନ ଘନ ବୋମା ବର୍ଷାରେ କମ୍ପିଲା ୟୁକ୍ରେନ

ନୂଆଦିଲ୍ଲୀ : କିଭକୁ ଘେରୁଛି ରୁଷ ସେନା । ଯେ କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ । ପୂର୍ବ ଓ ପଶ୍ଚିମରୁ ଘେରୁଛି ରୁଷ ସେନା । କିଭ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘନ ଘନ ବୋମାବର୍ଷା । ସାଇରନ ଶବ୍ଦରେ କମ୍ପିଲା ୟୁକ୍ରେନ । ସବୁ ଅଞ୍ଚଳରେ ଋଷ କରିବ ଏୟାର ଷ୍ଟ୍ରାଇକ୍‌ । ୟୁକ୍ରେନର ସବୁ…

ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା

ନୂଆଦିଲ୍ଲୀ :  ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଆମେରିକା ରୁଷରୁ ତୈଳ ଏବଂ ଗ୍ୟାସ ପଦାର୍ଥ ଆମଦାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି । ରାଷ୍ଟ୍ରପତି ଜୋ ବାଇଡେନ ଆଜି କହିଛନ୍ତି ଯେ ରୁଷରୁ ସମସ୍ତ ପ୍ରକାର ତୈଳ ଗ୍ୟାସ ଏବଂ ପେଟ୍ରୋଲ ଆମଦାନୀ ଉପରେ…

ପରମାଣୁ ବୋମା ଡ଼ରରେ ‘ଭୂତଳ ସହର’ରେ ରହିଛନ୍ତି ପୁଟିନ୍‌ଙ୍କ ପରିବାର: ରୁଷ ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ : ରୁଷର ଜଣେ ପ୍ରଫେସର ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ କିଛି ଦିନ ହେବ ସାଇବରିଆର ଏକ ଭୂତଳ ସହରର ଏକ ବଙ୍କରରେ ନିଜ ପରିବାର ସଦସ୍ୟଙ୍କୁ ଲୁଚାଇ ରଖିଥିଲେ ଯେଉଁଠାରେ ପରମାଣୁ ଆକ୍ରମଣକୁ ଏଡାଯାଇପାରିବ। ରାଜନୈତିକ ବୈଜ୍ଞାନିକ ଭାଲେରୀ ସୋଲୋଭି, କହିଛନ୍ତି ଯେ…

ବିବାହ ପର ଦିନ ବନ୍ଧୁକ ଧରି ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ୟୁକ୍ରେନ୍‌ର ନବ ଦମ୍ପତି, କହିଲେ-‘ଏବେ ଦେଶ ପାଇଁ ଲଢ଼ିବାକୁ…

ସବୁ ପୁଅ ଝିଅଙ୍କ ପାଇଁ ତାଙ୍କ ବିବାହ ଦିନ ଖୁବ୍‌ ଖାସ୍‌ ହୋଇଥାଏ। ଏହି ଦିନ ବାଜା, ବାଣ ରୋଷଣି ସହ ସେମାନେ ୭ ଜନ୍ମ ପାଇଁ ଏକାଠି ହୋଇଥାନ୍ତି। କିନ୍ତୁ ୟୁକ୍ରେନ୍‌ର ଏକ ବିବାହରେ ବାଣ ବଦଳରେ ଶୁଭିଥିଲା ମିସାଇଲ ଓ ବୋମାର ଶବ୍ଦ। ବର୍ତ୍ତମାନ ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବା ବେଳେ ନିକଟରେ…

ଋଷ ରାଷ୍ଟ୍ରପତି ପୁଟିନଙ୍କ ବଡ଼ ନିଷ୍ପତ୍ତି: ଡୋନେସ୍କ ଓ ଲୁଗାନସ୍କୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା, ମୁତୟନ ହେଲେ ସୈନ୍ୟ

ୟୁକ୍ରେନକୁ ସେନା ପଠାଇଲା ଋଷ । ଋଷ ରାଷ୍ଟ୍ରପତି ପୁଟିନଙ୍କ ବଡ଼ ନିଷ୍ପତ୍ତି । ଡୋନେସ୍କ ଓ ଲୁଗାନସ୍କୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କଲା ଋଷ । ପୂର୍ବ ୟୁକ୍ରେନର ଏହି ଦୁଇ ଅଞ୍ଚଳରେ ପଶିବ ଋଷ ସେନା । ରାଷ୍ଟ୍ରପତି ପୁଟିନ ଦେଲେ ସୈନ୍ୟ ମୁତୟନ ନିର୍ଦ୍ଦେଶ । ପୁଟିନ କହିଲେ, ଋଷ ସେନା ଶାନ୍ତି…

ଆକ୍ରମଣ ଆଶଙ୍କା ଭିତରେ ବଡ ଖବର: ୟୁକ୍ରେନ ସୀମାରୁ ହଟୁଛି ଋଷ ସେନା

ନୂଆଦିଲ୍ଲୀ : ୟୁକ୍ରେନ ସୀମାରୁ ହଟୁଛି ଋଷ ସେନା। ଆସନ୍ତାକାଲି ଯୁଦ୍ଧ ନିଶ୍ଚିତ ବୋଲି ୟୁକ୍ରେନ ରାଷ୍ଟ୍ରପତି ଘୋଷଣା କରିବାର ଦିନକ ପରେ ସୈନ୍ୟ ପ୍ରତ୍ୟାହାର ନେଇ ରୁଷ ଦାବି କରିଛି। ସୈନ୍ୟମାନେ ବେସକୁ ଫେରୁଥିବା କୁହାଯାଇଛି। କିନ୍ତୁ କେତେ ସୈନ୍ୟ ଫେରିଛନ୍ତି ଜଣାପଡ଼ିନାହିଁ। ରୁଷର ସୁରକ୍ଷା…

ଚରମ ସୀମାରେ ୟୁକ୍ରେନ ସହ ଋଷ ବିବାଦ,ସମ୍ଭାବ୍ୟ ଯୁଦ୍ଧ ପାଇଁ ସମରସଜ୍ଜା ଆରମ୍ଭ

ନୂଆଦିଲ୍ଲୀ: ଚରମ ସୀମାରେ ୟୁକ୍ରେନ ସହ ରୁଷ ବିବାଦ। ସମ୍ଭାବ୍ୟ ଯୁଦ୍ଧ ପାଇଁ ରୁଷର ସମରସଜ୍ଜା ଆରମ୍ଭ। ଚଳିତ ମାସ ମଧ୍ୟଭାଗ ସୁଦ୍ଧା ରୁଷ ୭୦ ପ୍ରତିଶତ ସେନାକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ମୁତୟନ କରିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଥିବା ଆମେରିକାର ଜଣେ ବରିଷ୍ଠ…