Browsing Tag

russian foreign minister

ଭାରତର ବିଦେଶ ନୀତି କାହା ଇଚ୍ଛାରେ ଚାଲେନାହିଁ, ରାଷ୍ଟ୍ରର ହିତରେ ହିଁ ଏହା ନିଷ୍ପତ୍ତି ନେଇଥାଏ: ରୁଷ ବିଦେଶ ମନ୍ତ୍ରୀ

ଭାରତର ବିଦେଶ ନୀତି କାହାର ଇଛାରେ ଚାଲେ ନାହିଁ । ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଭାରତର ଏହି ନୀତିକୁ ଯଦିବା ଆମେରିକା ଏଯାବତ ବୁଝି ପାରିନାହିଁ କିମ୍ବା ଜାଣିପାରିନାହିଁ କିନ୍ତୁ ରୁଷ ଭଲ ଭାବରେ ବୁଝିପାରିଛି । ୟୁକ୍ରେନ ସହିତ ରୁଷର ଲାଗି ରହିଥିବା ଯୁଦ୍ଧ ସ୍ଥିତି ଭିତରେ ଦିଲ୍ଲୀ…