Browsing Tag

russian soldier

ପ୍ରଥମ ଥର ପାଇଁ ଋଷୀୟ ଯୁଦ୍ଧ ଅପରାଧୀଙ୍କୁ ୟୁକ୍ରେନ ଅଦାଲତ ଦେଲା ଆଜୀବନ କାରାଦଦଣ୍ଡ

ନୂଆଦିଲ୍ଳୀ : ୟୁକ୍ରେନର ଏକ ଅଦାଲତ ଦେଶର ଜଣେ ନାଗରିକଙ୍କୁ ହତ୍ୟା କରିବା ଅପରାଧରେ ୨୧ ବର୍ଷୀୟ ଜଣେ ଋଷ ସୈନିକଙ୍କୁ ପ୍ରଥମ ଯୁଦ୍ଧ ବନ୍ଦୀ ଭାବେ ସୋମବାର ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜଣେ ଋଷ ସୈନିକଙ୍କ ଉପରେ ମକଦ୍ଦମା କରି ଦଣ୍ଡ…

ବଡ଼ ଭୁଲ୍‌ କରିଦେଲା ରୁଷ୍‌! ନିଜର ହିଁ ସୈନିକଙ୍କୁ ଆକ୍ରମଣ କରି ମାରିଦେଲା; ୟୁକ୍ରେନ ଅଧିକାରୀ କହିଲେ, ‘ଧନ୍ୟବାଦ’

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ଅଢ଼େଇ ମାସରୁ ଅଧିକ ସମୟ ହୋଇ ଗଲାଣି। ରୁଷ୍‌ ଆକ୍ରମଣରେ ୟୁକ୍ରେନର ଅନେକ ସହର ବର୍ବାଦ ହୋଇ ସାରିଲାଣି। ତଥାପି କୌଣସି ପ୍ରକାରେ ଥମୁ ନାହିଁ ଲଢ଼େଇ। ଏହାରି ଭିତରେ ୟୁକ୍ରେନ ଦାବି କରିଛି ଯେ ରୁଷ୍‌ର ସେନା ଭୁଲ୍‌ରେ ନିଜର ହିଁ ସୈନିକଙ୍କ ଉପରେ ଆକ୍ରମଣ…

ଦେବଦାରୁ ଜଙ୍ଗଲରୁ ମିଳିଲା ହାତ ଗୋଡ଼ ବନ୍ଧା ଥିବା ମେୟରଙ୍କ ପରିବାର ଲୋକଙ୍କ ଶବ, କିଛି ଦିନ ତଳେ ଅପହରଣ କରିଥିଲେ ରୁଷ୍‌…

ଧୀରେ ଧୀରେ ୟୁକ୍ରେନ୍‌ ଛାଡ଼ୁଛନ୍ତି ରୁଷ୍‌ ସେନା। ରୁଷ ସେନା ଯିବା ପରେ ଏବେ ସହରର ବିଭିନ୍ନ ସ୍ଥାନରୁ ଶବ ମିଳିବା ଆରମ୍ଭ ହୋଇଛି। ବୁଚା ସହରରେ ଶତାଧିକ ମୃତଦେହ ମିଳିବାପରେ ଏବେ ପଶ୍ଚିମ କିଭ୍‌ର ଏକ ଗାଁରୁ ମେୟର ଓ ତାଙ୍କ ପରିବାର ଲୋକଙ୍କ ଶବ ଜବତ ହୋଇଛି। ମେୟରଙ୍କ ପରିବାରର ୩ ଜଣ ସଦସ୍ୟଙ୍କ…

ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ପ୍ରପୋଜ କଲେ ସୈନିକ, ଭିଡିଓ ହେଉଛି ଭାଇରାଲ

ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଡେ ଭାବେ ପାଳନ କରାଯାଉଛି। ଏହିଦିନ ପ୍ରେମୀ ଯୁଗଳ ନିଜର ପ୍ରେମକୁ ପରିପ୍ରକାଶ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣାଇଥାନ୍ତି। କିନ୍ତୁ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରେମିକ ପ୍ରେମିକା ବିଭିନ୍ନ ପ୍ରକାର ଅନ୍ଦାଜରେ ନିଜ ପାଟର୍ନରଙ୍କୁ…