Browsing Tag

sabnam will be hanged

ଦେଶ ସ୍ୱାଧୀନ ହେବା ପରଠୁ ପ୍ରଥମ ଥର ପାଇଁ ଜଣେ ମହିଳାକୁ ଦିଆଯିବ ଫାଶି, ରାଷ୍ଟ୍ରପତି ଖାରଜ କଲେ ମର୍ସି ପିଟିସନ୍‌

ମଥୁରା : ନିଜ ପରିବାରର ୭ ଲୋକଙ୍କୁ ହତ୍ୟା କରିବା ଅପରାଧରେ ଫାଶି ଦଣ୍ଡ ପାଇଥିବା ଶବନମ୍‌ଙ୍କ ଦୟା ପିଟିସନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ଫଳରେ ଶବନମ୍‌ଙ୍କୁ ଫାଶି ଦିଆଯିବା ନିଶ୍ଚିତ ହୋଇଯାଇଛି । ଶବନମ୍‌ ଓ ତା’ର ପ୍ରେମୀ ସଲିମ୍‌କୁ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଫାଶି ଦଣ୍ଡ…