Browsing Tag

sabu dana tikki

ନବରାତ୍ରିରେ ତିଆରି କରନ୍ତୁ ଚଟପଟା ସାଗୁଦାନା ଟିକ୍କି, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

ଆରମ୍ଭ ହୋଇଯାଇଛି ଚୈତ୍ର ନବରାତ୍ରି। ଅନେକ ଲୋକ ବ୍ରତ ମଧ୍ୟ ରଖିଥାନ୍ତି।ତେବେ ଆପଣ ଯଦି ଓଷା କରୁଛନ୍ତି ଓ ସାଧା ଖାଦ୍ୟ ଖାଇ ବିରକ୍ତ ହୋଇଯାଉଛନ୍ତି, ଆପଣ ତିଆରି କରିପାରିବେ ଚଟପଟା ସାଗୁଦାନା ଟିକ୍କି। ସାବୁ ଦାନା ଟିକ୍କି ଆପଣ ନବରାତ୍ରି ଉପବାସ ସମୟରେ ଖାଇପାରିବେ। ଏହାର କାରଣ ହେଉଛି ସାବୁ…