Browsing Tag

sachin pilot plea

ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ଶୁଣାଣି

ରାଜସ୍ଥାନ: ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। ବିଧାୟକ ଦଳ ବୈଠକରେ ଯୋଗ ନଦେବା ପରେ ସଚିନ ପାଇଲଟଙ୍କ ସମେତ ୧୯ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତି ନୋଟିସ ଜାରି କରିଥିଲେ। ଆଜି ହାଇକୋର୍ଟଙ୍କ ରାୟ ଉପରେ ଗେହଲଟ…