Browsing Tag

sad incident

‘ବିଗ୍‌ ବସ୍‌ ୧୪’ ସେଟ୍‌ରୁ ଆସିଲା ଦୁଃଖଦ ଖବର, ଭ୍ୟାନିଟ୍‌ ଭ୍ୟାନ୍‌ ଚକ ତଳେ ଚାପି ହୋଇ ଟ୍ୟାଲେଣ୍ଟ ମ୍ୟାନେଜର ପିସ୍ତା…

ଟିଭି ରିୟାଲିଟି ଶୋ’ ‘ବିଗ୍‌ ବସ୍‌ ୧୪’ର ସେଟ୍‌ରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶୋ’ର ଟ୍ୟାଲେଣ୍ଟ ମ୍ୟାନେଜର ପିସ୍ତା ଧାକଡ଼ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପିସ୍ତା କଲର୍ସ ପ୍ରୋଗ୍ରାମିଙ୍ଗ୍‌ ଟିମ୍‌ର ସଦସ୍ୟ ଥିଲେ ଏବଂ ବିଗ୍‌ ବିସ୍‌ର ମୁଖ୍ୟ ଆସିଷ୍ଟାଣ୍ଟ କୋ-ଅର୍ଡିନେଟର…