Browsing Tag

sad story of kumari

ଖୋଲା ଆକାଶ ତଳେ କୁମାରୀ, କେବେ ବଦଳିବ ଭାଗ୍ୟ

ଗଞ୍ଜାମ(କେନ୍ୟୁଜ୍) : ବର୍ଷବର୍ଷ ଧରି ରାସ୍ତା କଡରେ ଜୀବନ । ଖୋଲା ଆକାଶ ତଳେ ତିନିଖଣ୍ଡ ପଥର ଉପରେ ଖାଇବା ପିଇବା ଆଉ ବିଶ୍ରାମ । ସଞ୍ଜ ନଇଁଲେ ପାଖ ଘର ବାରଣ୍ଡାରେ ରାତି କଟେ । ସକାଳ ହେଲେ ପୁଣି ଚାଲି ଆସନ୍ତି ରାସ୍ତା କଡକୁ । ଏଭଳି ଜଣେ ଅସହାୟ ମହିଳା ହେଲେ କୁମାରୀ ପାଳ । ଗଞ୍ଜାମ ଜିଲ୍ଲା…