Browsing Tag

sadan nayak

ନବରଙ୍ଗପୁର : କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ କିନ୍ତୁ ପ୍ରାର୍ଥିପତ୍ର ଦାଖଲ କରି ସାରିଲେଣି ସଦନ ନାୟକ

ନବରଙ୍ଗପୁର : କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । କିନ୍ତୁ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସଦନ ନାୟକ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ସେ ଆସି ରିଟର୍ଣ୍ଣିଂ ଅଫିସର ତଥା ନବରଙ୍ଗପୁର ଉପ-ଜିଲ୍ଲାପାଳ କରୁଣାକର ରାଇକାଙ୍କ…