Browsing Tag

sadhu cut off his genitals

ମହିଳାଙ୍କ ସହ ସମ୍ପର୍କ ଅଭିଯୋଗ ପରେ ବାବା କାଟି ଦେଲେ ଯୌନାଙ୍ଗ

ବମନା  (ଉତ୍ତର ପ୍ରଦେଶ) : ଜଣେ ବାବାଙ୍କ ବିରୋଧରେ ଆସିଲା ମହିଳାଙ୍କ ସହ ସମ୍ପର୍କ ଅଭିଯୋଗ । ବାବାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେଲା । ନିଜର ଅସମ୍ମାନ ସହି ପାରିଲେନି । ତେଣୁ ନିଜ ଯୌନାଙ୍ଗକୁ କାଟି ପକାଇଲେ । ଏବେ ବାବା ଡାକ୍ତରଖାନାରେ । ଘଟଣା ଘଟିଛି ଉତ୍ତର ପ୍ରଦେଶର ବମନାର କମସିନ…