Browsing Tag

sagarika nath

IPS ସ୍ତରରେ ବଡ ଧରଣର ଅଦଳ ବଦଳ, ସାଗରିକାଙ୍କ ସ୍ଥାନରେ ଆସିଲେ ସୌମ୍ଯା

ଭୁବନେଶ୍ୱର: IPS ସ୍ତରରେ ବଡ ଧରଣର ଅଦଳ ବଦଳ। ବଦଳିଲେ କଟକ, ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି । ଭୁବନେଶ୍ୱର ଡିସିପି ହେଲେ ପୁରୀ ଏସପି ଉମାଶଙ୍କର ଦାସ । ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଗୁଇନ୍ଦା ଡିଆଇଜି ଭାବରେ ନୂଆ ନିଯୁକ୍ତି ମିଳିଛି । ପୁରୀ ଏସପି ହୋଇଛନ୍ତି କଟକ ଡିସିପି…

ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ, ପୂରା ପ୍ରସ୍ତୁତ ଦିଲ୍ଲୀଠୁ ପଲ୍ଲି

ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପୂରା ପ୍ରସ୍ତୁତ ଦିଲ୍ଲୀଠୁ ପଲ୍ଲି । ଏଥର ରାଜ୍ୟସ୍ତରୀୟ ପରେଡ୍‌ରେ ସାମିଲ ହେବେ ୪୮ଟି ଟ୍ରୁପ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଡେୟାର ଡେଭିଲ ସୋ । ବାଇକ ଉପରେ ଚିତ୍ତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶନ କରିବେ କଲେଜ ଛାତ୍ରଛାତ୍ରୀ ।…

ଆଜିଠାରୁ ଗଡ଼ିଲା ଟ୍ରାଫିକ ସଚେତନତା ରଥ, ଆରମ୍ଭ କଲେ ଟ୍ରାଫିକ ଡିସିପି ସାଗରିକା ନାଥ

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚାଲିଛି ଜୋରଦାର ପ୍ରୟାସ। ଆଜିଠାରୁ ଗଡ଼ିଲା ଟ୍ରାଫିକ ସଚେତନତା ରଥ। କଟକ ଟ୍ରାଫିକ ଥାନାରୁ ଏହି ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ଏହାସହ କୌଣସି ସୂଚନା ପାଇଁ ଏକ ହେଲ୍‌ପ ଲାଇନ…