Browsing Tag

sahid ajit sahu

ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର, ୧୨୦ ବାଟାଲିୟାନରେ ଦିଆଗଲା ଗାର୍ଡ଼ ଅଫ ଅନର

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର । ବିଳମ୍ବିତ ରାତିରେ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟାନକୁ ନିଆଯାଇଥିଲା । ସେଠାରେ ସହିଦଙ୍କ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ…