Browsing Tag

sahid jawan dead body

ଆଜି ଓଡ଼ିଶାରେ ପହଞ୍ଚିବା ପରେ ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀରକୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା

ଯାଜପୁର ଟାଉନ: ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା । ସହିଦ ଯବାନଙ୍କୁ ଦିଆଗଲାନି ଗାର୍ଡ ଅଫ୍ ଅନର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଅଷ୍ଟମ ଆସାମ ରାଇଫଲର ଯବାନ ପ୍ରବୀର କୁମାର ପଟ୍ଟନାୟକଙ୍କ ମରଶରୀର । ଗତ ୬ ତାରିଖରେ ଚୀନ୍ ସୀମାରେ ହୃଦ୍‌ଘାତରେ ତାଙ୍କର…