Browsing Tag

sahid jawan last rites held

ଅନୁଗୁଳ: ଗାଁ ମାଟିରେ ମିଶିଲା ସହିଦ ଦେବାଶିଷ ସେଠୀଙ୍କ ମରଶରୀର

ଅନୁଗୁଳ: ଗାଁ ମାଟିରେ ମିଶିଲା ସହିଦଙ୍କ ମରଶରୀର । ଅନୁଗୁଳ ଜିଲ୍ଲା କିଶୋରନଗର ଅଙ୍ଗପଡ଼ା ଗାଁର ସହିଦ ଦେବାଶିଷ ସେଠୀଙ୍କୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଥିଲା । ମାଟିର ପୁଅକୁ ହରାଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆଜି ଗାର୍ଡ ଅଫ ଅନର ଦେବା ସହ ସହିଦଙ୍କ ମରଶରୀରକୁ ଗାଁ…