Browsing Tag

sahid kapoor

ସାହିଦ କପୁର କଲେ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା, ‘କହିଲେ ତୁମେ ଜମା ବି ଦୁଇଟି ପିଲାର ମାଆ ଭଳି ଲାଗୁନ’

ବଲିଉଡ୍‌ ଅଭିନେତା ସାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟ ପ୍ରତ୍ୟେକଦିନ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ସୋସିଆଲମିଡିଆେ ନିଜର ଖାସ୍‌ ଫଟୋ ଏବଂ ଭିଡିଓକୁ ସେୟାର କରନ୍ତି ମୀରା। ମୀରା ରାଜପୁତଙ୍କ ଫ୍ୟାନ ଫଲୋଇଙ୍ଗ୍‌ କୌଣସି ଅଭିନେତ୍ରୀଙ୍କ…

ଅର୍ଜୁନ୍ କପୁରଙ୍କୁ ମିଳିଥିଲା ଫିଲ୍ମ ‘କବୀର ସିଂହ’ର ଅଫର୍‌, ହେଲେ ଜାଣନ୍ତୁ ଏହି ସୁଯୋଗକୁ କାହିଁକି କଲେ ହାତଛଡା

ଚଳିତ ବର୍ଷ ବକ୍ସ ଅଫିସ୍ ରେ ସବୁଠୁ ବଡ଼ ବ୍ଲକ୍ବଷ୍ଟର ଫିଲ୍ମ ଭାବେ ଧୂଆଁଧାର୍‌ ଇନ୍‌କମ୍‌ କରିଛି ‘କବୀର ସିଂହ’। ଫିଲ୍ମଟି ବକ୍ସ ଅଫିସ୍ ରେ ୩୫୦ କୋଟିରୁ ଅଧିକ ଟଙ୍କା ଆୟ କରି ଅଲ୍ ଟାଇମ୍ ବ୍ଲକବଷ୍ଟର ହୋଇଯାଇଛି। ଏହି ଫିଲ୍ମକୁ ନେଇ ଏବେବି କ୍ରେଜ୍ ରହିଛି। ତେଲୁଗୁ ଫିଲ୍ମ ‘ଅର୍ଜୁନ୍ ରେଡ୍ଡୀ’…

ପୁଣି ଥରେ ବାପା ହେଲେ ସାହିଦ୍ : ଜାଣନ୍ତୁ ଏଥର ମୀରାଙ୍କ କୋଳକୁ ପୁଅ ଆସିଲା ନା ଝିଅ

ପୁଣି ଥରେ ବାପା ହେଲେ ସାହିଦ୍ କପୁର । ଗତ କାଲି ହିନ୍ଦୁଜା ହସ୍ପିଟାଲରେ ମୀରା ରାଜପୁତଙ୍କ କୋଳକୁ ଆସିଛି ପୁଅ । ୨୦୧୫ରେ ବିବାହ କରିଥିଲେ ଏହି ଯୋଡି । ସାହିଦ୍ ଏବଂ ମୀରାଙ୍କ ଦୁଇ ବର୍ଷର ଝିଅ ମିଶା ପରେ ଏବେ ଜନ୍ମ ହୋଇଛି ପୁଅ । ଏହି ଖବର ପରେ ପ୍ରଶଂସକଙ୍କ ମହଲରୁ ଶୁଭେଛାର ସୁଅ ଛୁଟୁଛି ।…