Browsing Tag

sahid nagar police station

ସହିଦନଗର ଥାନାରେ ପଶି ପୋଲିସକୁ ଆକ୍ରମଣ ଘଟଣା : ୨ ଗିରଫ

ଭୁବନେଶ୍ୱର : ସହିଦନଗର ଥାନାରେ ପଶି ପୋଲିସକୁ ଆକ୍ରମଣ ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ ଆଉ ୬ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଗତ ରବିବାର ରାତିରେ ଭୁବନେଶ୍ୱର ସହିଦନଗର ଥାନା ଭିତରେ ଲଙ୍କାକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ପୋଲିସକୁ ପିଟିବା ସହ ବ୍ୟାପକ ଭଙ୍ଗାରୁଜା…