Browsing Tag

sahid soil

ତାଳଚେର ଓ କଣିହାଁରୁ ଆସିଲା ସହିଦ ମାଟି

ଭୁବନେଶ୍ୱର : ଭୁବନେଶ୍ୱରରେ ହେବାକୁ ଥିବା ଓଡିଶାର ବୃହତ୍ତମ ସହିଦ ସ୍ମାରକୀ ସ୍ତମ୍ଭ ପାଇଁ ତାଳଚେର ଓ କଣିହାଁରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ତାଳଚେର ସ୍ଥିତ ସହିଦ ସ୍ତମ୍ଭ ଓ କଣିହା ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲରୁ ଏହି ପବିତ୍ର ମାଟିକୁ ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପଠାଯାଇଛି…