Browsing Tag

sai baba

ଗୁରୁବାର ଜପ କରନ୍ତୁ ସାଇ ବାବାଙ୍କର ଏହି ମନ୍ତ୍ର, ଦୂର ହେବ ସବୁ ଦୁଃଖ କଷ୍ଟ

ଗୁରୁବାରକୁ ସାଇବାବାଙ୍କ ଦିନ ବୋଲି କୁହାଯାଏ। ଏଣୁ ଏହି ଦିନ ଶ୍ରଦ୍ଧାଳୁମାନେ ସାଇ ବାବାଙ୍କୁ ଦୀପ, ଧୂପ, ଭୋଗ ଓ ଖାସ୍‌ କରି ବାବାଙ୍କ ପ୍ରିୟ ଫୁଲ ଗୋଲାପ ସମର୍ପଣ କରିଥାନ୍ତି। ମନୋକାମନା ପୂରଣ ପାଇଁ ଗୁରୁବାର ଭକ୍ତମାନେ ବାବାଙ୍କ ବ୍ରତ ମଧ୍ୟ ରଖିଥାନ୍ତି। ପୌରାଣିକ ମାନ୍ୟତା ଅନୁସାରେ…