Browsing Tag

saibaba

ଏଣିକି ସାଇବାବାଙ୍କ ଦର୍ଶନ କରିବା ହେଲା ସହଜ ! ମାତ୍ର କିଛି ମିନିଟରେ ପହଁଚିବେ ସିରିଡିଧାମ, ଜାଣନ୍ତୁ କେମିତି

ସିରିଡର ସାଇ ଭକ୍ତଙ୍କ ପାଇଁ ଖୁସି ଖବର। ଏବେ ସାଇବାବାଙ୍କ ଦର୍ଶନ କରିବା ସହଜ ହୋଇଗଲା। କାହିଁକିନା ଏବେ ଆପଣ ସିପ୍ଲେନ ଜରିଆରେ ସାଇବାବାଙ୍କ ଦରବାର ପହଁଚିପାରିବେ। ଅର୍ଥାତ ଏବେ ମୁମ୍ବାଇରୁ ସିରିଡି ଘଣ୍ଟାରେ ନୁହେଁ ବରଂ ମିନିଟରେ ପହଁଚିବେ। ବାସ ମାତ୍ର କିଛି ମିନିଟରେ ସମୁଦ୍ର ପଥ ନେଇ…