Browsing Tag

sail recruitment

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ୩୩୩ ପଦବୀ ପଡିଛି ଖାଲି, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଛନ୍ତି କି ? ଷ୍ଟିଲ ଅଥରିଟି ଆପଣଙ୍କ ପାଇଁ ଆଣିଛି ସୁଯୋଗ। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ବମ୍ପର ନିଯୁକ୍ତି। ସେଲ୍‌ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ରେ ଏଗ୍ଜିକ୍ୟୁଟିଭ ଏବଂ ନନ ଏଗ୍ଜିକ୍ୟୁଟିଭ ପଦବୀ…

ଆଇଟିଆଇ କରିଥିଲେ SAIL ରେ ତୁରନ୍ତ କରନ୍ତୁ ଆବେଦନ, ମେରିଟ ଆଧାରରେ ହେବ ଚୟନ

ଆଇଟିଆଇ ପାସ୍‌ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ଆଇଟିଆଇ ପାସ୍‌, ଡିପ୍ଲୋମା କିମ୍ବା ସ୍ନାତକ କରିଥିଲେ ଆପଣ ଚାକିରି ପାଇପାରିବେ। ଇଚ୍ଛୁକ ପ୍ରାର୍ଥୀ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆପଣ ଅଫିସିଆଲ େଓ୍ଵବ ସାଇଟ୍‌sail.ucanapply.com କୁ ଯାଇ…

୧୦ମ ପାସ୍‌ କରିଥିଲେ SAIL ରେ ମିଳିବ ଚାକିରି, ଆଜି ହିଁ କରନ୍ତୁ ଆବେଦନ

ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଷ୍ଟିଲ ଅଥରିଟିରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ମହାରତ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଝାରଖଣ୍ଡର…

୧୦ମ ପାସ୍‌ଙ୍କ ପାଇଁ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡବନି କୌଣସି ପରୀକ୍ଷା

ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡରେ ସରକାରୀ ଚାକିରୀରେ ନିଯୁକ୍ତି ପାଇର୍ ସୁବର୍ଣ୍ଣ ସୁଯୋଗ। SAIL ରେ ଟେକ୍ନିସିଆନ ଅପରେଂଟିସର ଅନେକ ପଦବୀରେ ନିଯୁକ୍ତି ଜାରି କରାଯାଇଛି। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ SAIL ର ଅଧିକାରିକ େଓ୍ଵବସାଇଟକୁ ଯାଇ ଜାରି…

SAILରେ ନିଯୁକ୍ତି ପାଇଁ ବମ୍ପର ଭର୍ତ୍ତି, ଦ୍ବାଦଶ ପାସ୍ ଏବଂ ସ୍ନାତ୍ତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (SAIL) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨ ଟି କାର୍ଯ୍ୟକାରୀ ପଦବୀରେ ଆବେଦନ ପାଇଁ ବିଜ୍ଞାପନ ଜାରି କରାଯାଇଛି। ଏଥିରେ ଆବେଦନ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୧୯ ନିର୍ଦ୍ଦାରିତ କରାଯାଇଛି। ଇଛୁକ…