Browsing Tag

saina agrawal

ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟସ ଫାଉଣ୍ଡେସନ ପରୀକ୍ଷାରେ କଳାହାଣ୍ଡିର ସାଇନା ଅଗ୍ରୱାଲ ଟପ୍ପର

ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟସ ଫାଉଣ୍ଡେସନ ପରୀକ୍ଷାରେ ସାଇନା ଅଗ୍ରୱାଲ ଟପ୍ପର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ସାଇନା ଅଗ୍ରୱାଲ ବ୍ୟବସାୟୀ ସୁନୀଲ ଅଗ୍ରୱାଲଙ୍କ ଝିଅ । ସାଇନା ମୋଟ ୪୦୦ରୁ ୩୬୫ ମାର୍କ ରଖି ଟପ୍ପର ହୋଇଛନ୍ତି । ସାଇନା ରାୟପୁରର ଏକ୍ସସେଲ ଏଜୁକେସନଲ ଇନଷ୍ଟିଚ୍ୟୁଟର ଛାତ୍ରୀ…