Browsing Tag

Saina wins Indonesia Masters title

ସାଇନା ଜିତିଲେ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ୍‌

ନୂଆଦିଲ୍ଲୀ : ଭାରତର ଷ୍ଟାର୍‌ ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହଓ୍ଵାଲ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ୍‌ ଜିତିଛନ୍ତି । ଆଜିମହିଳା ସିଙ୍ଗଲ୍ସ ଫାନାଲ୍‌ରେ ତାଙ୍କର ମୁକାବିଲା କାରୋଲିନା ମରିନ୍‌ଙ୍କ ସହ ଥିଲା । ତେବେ ପ୍ରଥମ ଗେମ୍‌ ଚାଲିଥିବା ବେଳେ କାରୋଲିନା ଆହତ ହୋଇ ଓହରି ଯାଇଥିଲେ ।…