Browsing Tag

SAIRAM’S UNIQUE RECORD

ରାଜସ୍ଥାନ ଜୟପୁରରେ ସାଇରାମଙ୍କୁ ୟୁନିକ୍‌ ଓ୍ଵାର୍ଲଡ ରେକର୍ଡ଼ ଆଓ୍ଵାର୍ଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ର ସେ । ପଢ଼ା ସାରି ପେଟ ପୋଷିବା ପାଇଁ କେଉଁଠି ଚାକିରି କରିବା କଥା ହେଲେ ଅଚାନକ ମୁଣ୍ଡକୁ ଜୁଟିଲା ଏକ ନିଶା । ଦେଶରେ ସ୍ୱଚ୍ଛତା ଓ ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ନେଇ ପଦଯାତ୍ରା କରିବେ । ତାହା ପୁଣି ଜାତିର ପିତା…