Browsing Tag

sakhigopal accident

ଅଧା ରହିଗଲା ମାନସିକ କେଶଦାନ: ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍‌ ନିକଟରେ ବୋଲେରୋ ଦୁର୍ଘଟଣାଗ‌ସ୍ତ; ୨ ମୃତ, ୧୨ ଆହତ

ପିପିଲି: ଅଧା ରହିଲା ମାନସିକ କେଶଦାନ । ଦୁର୍ଘଟଣାରେ ଚାଲିଗଲା ଜୀବନ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ମର୍ମୁନ୍ତୁଦ ଦୁର୍ଘଟଣା ଘଟିଛି । ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍‌ରେ ବୋଲେରୋ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ…