Browsing Tag

sakhigopal photo viral

ପୁଣି ଭାଇରାଲ ହେଲା ସାକ୍ଷୀଗୋପାଳ ଗର୍ଭଗୃହ ଫଟୋ

ସାକ୍ଷୀଗୋପାଳ(କେନ୍ଯୁଜ୍) : ପୁଣି ଭାଇରାଲ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗର୍ଭଗୃହ ଫଟୋ । ରତ୍ନ ସିଂହାସନ ଓ ବିଗ୍ରହଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ବାସୁଦେବ ସ୍ୱାଇଁ ନାମକ ଜଣେ ଯୁବକ ଫେସବୁକରେ ଏସବୁ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି ।