Browsing Tag

sakhigopal temple

 ଅଁଳା ନବମୀରେ ସାକ୍ଷୀଗୋପାଳରେ କଟକଣା ଲଗାଇଲା ପ୍ରଶାସନ,ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହେଲା ୧୪୪…

ପୁରୀ(କେନ୍ୟୁଜ୍):  ସାକ୍ଷୀଗୋପିନାଥ ମନ୍ଦିରରେ ଆସନ୍ତାକାଲି ପବିତ୍ର  ଅଁଳା ନବମୀ ଥିବାବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛି ପ୍ରଶାସନ।  ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏ କଟକଣା ଲାଗୁ କଲା…