Browsing Tag

salandi flood

ଶାଳନ୍ଦୀ ନଦୀରେ ବନ୍ୟା : ହଦଗଡ଼ ଡ୍ୟାମରୁ ପାଣି ଛଡ଼ାଯିବା ପରେ ଭଦ୍ରକ ବ୍ଲକର ୨ଟି ଓ ତିହିଡି ବ୍ଲକର ୫ଟି ପାଣି ଘେରରେ

ଭଦ୍ରକ (କେନ୍ୟୁଜ୍) : ଶାଳନ୍ଦୀ ନଦୀରେ ବନ୍ୟା । ଲଗାଣ ବର୍ଷା ସାଙ୍ଗକୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ାଯିବା ପରେ ଶାଳନ୍ଦୀ ନଦୀରେ ବନ୍ୟା ଆସିଛି । ଫଳରେ ଭଦ୍ରକ ବ୍ଲକର ୨ଟି ଓ ତିହିଡି ବ୍ଲକର ୫ଟି ପଞ୍ଚାୟତରେ ପାଣି ପଶିଛି। ୩ ଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। ଶହ ଶହ ହେକ୍ଟର ଚାଷ ଜମିରେ…