Browsing Tag

salary hike possibility

ବଢ଼ି ପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ାଇ ପାରନ୍ତି । ସପ୍ତମ ବେତନ କମିଶନ୍‌ଙ୍କ ସୁପରିଶରେ ମିଳୁଥିବା ଦରମା ଉପରେ ଆହୁରି ବୃଦ୍ଧି ପାଇଁ କର୍ମଚାରୀ ଦାବି କରିଛନ୍ତି । ସର୍ବନିମ୍ନ ଦରମା ୧୮,୦୦୦ରୁ ବଢ଼ାଇ ୨୬,୦୦୦ କରିବାକୁ ଦାବି ହୋଇଛି ।…