ଶେଷ ହେଲା ସଲମାନ ଖାନଙ୍କ ସ୍ବଂୟମ୍ବର , ଜାଣନ୍ତୁ କିଏ ପିନ୍ଧାଇଲେ ବରମାଳା
ମୁମ୍ବାଇ : ଅପେକ୍ଷାର ଘଟିଛି ଅନ୍ତ। ବିଟାଉନରେ ବିବାହର ଋତୁ ଚାଲୁଥିବା ବେଳେ ଏବେ ବଲିଉଡ଼ର ଭାଇଜାନଙ୍କ ଶେଷ ହୋଇଛି ସ୍ବଂୟମ୍ବର। କହିବାକୁ ଗଲେ ଦେଶର ଏଲିଜିବେଲ ବ୍ଯାଚଲର ସଲମାନ ଖାନ ଶେଷକୁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଯାହା ଏବେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ…