Browsing Tag

sambalpur

ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶା, ଏହି ଅବସରରେ ମାଆଙ୍କ ପାଖରେ ପହଞ୍ଚିଛି ବର୍ଷର ପ୍ରଥମ ସରିଆ…

ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମଧ୍ୟ। ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର। ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ…

ଭିସୁଟକୁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସିରେ ପରିଣତ କରାଯିବ, ମାଷ୍ଟର ପ୍ଲାନ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି

ସମ୍ବଲପୁର(କେନ୍ୟୁଜ୍): ଭିସୁଟ୍‌ର ବିକାଶ ପାଇଁ ୧ ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତାବ। ମାଷ୍ଟର ପ୍ଲାନ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଏହାକୁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସିରେ ପରିଣତ କରାଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ତ୍ତମାନ ୫ହଜାର ଥିବା ବେଳେ ଏହାକୁ ୧୦ହଜାରକୁ…

ସମ୍ବଲପୁର: ନାଳରେ ଭାସିଗଲା କାର୍, ୨ ଜଣଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ନକଟିପାଲି ନାଳାରେ ଗତକାଲି ସନ୍ଧ୍ୟାରେ ଏକ କାର ପାରି ହେଉଥିବାବେଳେ ପାଣି ସ୍ରୋତରେ  ଭାସିଯାଇଥିଲା। ରାତିସାରା ଅଗ୍ନିଶମ ବିଭାଗ,ପୋଲିସ ଖୋଜାଖୋଜି କରିବା ପରେ ଆଜି ସକାଳୁ ପାଣି ଭିତରେ ଥିବା କାରଭିତରୁ ଦୁଇଜଣଙ୍କର ମୃତଦେହ ଉଦ୍ଧାର…

ରାସ୍ତା କଡ଼ ଶାଳଗଛ ସାଜିଲା କାଳ, ବାଇକ ପିଟି ହୋଇ ଅକାଳରେ ଗଲା ୩ଜଣଙ୍କ ଜୀବନ

କୁଚିଣ୍ଡା(କେନ୍ୟୁଜ୍):  ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ। ଗଛରେ ବାଇକ ପିଟି ହେବାରୁ ଅକାଳରେ ଗଲା ୩ଜଣଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରବଗାଁ ଠାରେ ଦୁର୍ଘଟଣା। ରାସ୍ତା କଡ଼ ଶାଳଗଛରେ ବାଇକ ପିଟି ହେବା ଫଳରେ ବାଇକରେ ବସିଥିବା ୩ଜଣଙ୍କ ଜୀବନ ଯାଇଛି। ଖବର ପାଇ ଗଡ଼ପୋଷ…

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ, ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ

ସମ୍ବଲପୁର (କେ.ନ୍ୟୁଜ): ସ୍ଥାନୀୟ ରେଢାଖୋଲ ବନଖଣ୍ଡ ବଡ ବାହାଳ ରେଞ୍ଜ ଅନ୍ତର୍ଗତ ହାତୀବାହାଳ ଗାଁ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ ଆଜି ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଲୋକ ପତ୍ର ତୋଳିବାକୁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁର ମୃତ ଦେହ ଦେଖିବାକୁ…

ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସୁମ୍ବଲପୁର ସହର, ଏଥର ନନ୍ଦପଡ଼ାରେ ଦେଖିବାକୁ ମିଳିବ ଗୁଜୁରାଟି ଝଲକ

ଆଗକୁ ଆସୁଛି ଶୀତଳ ଷଷ୍ଠୀ ଯାତ୍ରା। ଏନେଇ ସମ୍ବଲପୁର ନନ୍ଦପଡା ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱର ପୀଠ। ଚଳିତବର୍ଷ ବାବା ଙ୍କ ଶ୍ୱଶୁର ଘର ତଥା ପାର୍ବତୀଙ୍କ ପିତାମାତା ରୂପରେ ଗୋଲବଜ଼ାର ଅଞ୍ଚଳର ଗିରିଷ ପଟେଲ ଓ ହଂସା ବେନ ପଟେଲଙ୍କ ପରିବାର ଏହି ଦାୟିତ୍ୱ…

ଆସୁଛି ଶୀତଳଷଷ୍ଠୀ: ବାହା ହେବେ ଶିବ-ପାର୍ବତୀ, ଚାଲିଛି ପ୍ରସ୍ତୁତି

ସମ୍ବଲପୁର (କେନ୍ୟୁଜ): ଶୀତଳ ଷଷ୍ଠୀ ପାଇଁ ଏବେ ଚଳ ଚଞ୍ଚଳ ସମ୍ବଲପୁର ସହର । ବିଶେଷ କରି ମାତା ପାର୍ବତୀଙ୍କ ପିତାମାତା ଘରେ ଚଳ ଚଞ୍ଚଳ ଆଉ ଅଧିକ ହୋଇପଡିଛି । ଶ୍ୱଶୁର ଘରେ ମାତା ପାର୍ବତୀଙ୍କ ପାଇଁ ସମସ୍ତ ଚଳନୀୟ ସାମଗ୍ରୀ କିଣାକିଣି କରି ସାରିଛନ୍ତି । ବିବାହ ଉତ୍ସବକୁ ନେଇ କନ୍ୟା ଘରେ…

ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତ, ସମୟ ନଦେଇ ତୁରନ୍ତ ପରୀକ୍ଷା କରିବା ବିରୋଧରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଗତକାଲି ଅପରାହ୍ନ ୪ଟାରୁ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ। ଅଫ୍‌ଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷା କରିବାକୁ ବିରୋଧ। ଫଳରେ ଶହ ଶହ ଛାତ୍ରଛାତ୍ରୀମାନେ ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆଜି ୫ମ…

ସମ୍ବଲପୁରରେ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ ଓ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ପଡ଼ିଆ, ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ…

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ ଓ ପ୍ରଦର୍ଶନୀ ପଡିଆ । ସମ୍ବଲପୁରରେ ଲୟର୍ସ ଡେ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ତତଲା କଡେଇରେ ଓଡିଶା: ୪୨.୬ ଡିଗ୍ରୀ ସହ ଝାରସୁଗୁଡା ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର(କେନ୍ୟୁଜ୍): ତାତିରୁ ମିଳୁନି ତ୍ରାହି। ଆଜି ବି ଜଳୁଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନ। ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଗତକାଲି ୪୩ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି…

ସମ୍ବଲପୁର: ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ କନଷ୍ଟେବଲ ନିଲମ୍ବିତ

ସମ୍ବଲପୁର (କେନ୍ୟୁଜ୍): ସମ୍ବଲପୁର ପୋଲିସର ୩ କନେଷ୍ଟଵଳ ନିଲମ୍ବିତ । ଗତ ପଞ୍ଚାୟତ ନିର୍ବାଚନରେ ଡିଜେଲ ଦୁର୍ନିତି କରିବା ନେଇ ରିର୍ଜଭ ଏମଭି ବିଭାଗ ରେ କାର୍ଯ୍ୟରତ ୩ କନେଷ୍ଟେବଳଙ୍କୁ ଆଜି ଏସିପି ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଚାୟତ ନିବାଚନରେ ପୋଲିସ ବିଭାଗ ପକ୍ଷରୁ…

ମଣିଷ ପଣିଆକୁ ସଲାମ୍, ବାଟରୁ ସୁନା ଭର୍ତ୍ତି ବ୍ୟାଗ ପାଇ ମହିଳାଙ୍କୁ ଫେରାଇଲେ ଏହି ବଦାନ୍ୟ ବ୍ୟକ୍ତି

ସମ୍ବଲପୁର(କେନ୍ୟୁଜ୍): ଆଜି ବି ବଞ୍ଚିଛି ମାନବିକତା। ରାସ୍ତାରୁ ପାଇଥିଲେ ସୁୁନା ଭର୍ତ୍ତି ବ୍ୟାଗ୍‌। ଫେରାଇଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର। ସମ୍ବଲପୁର ଏସଆରଆଇଟି କଲୋନୀରୁ ଆସିଛି ଏହି ମାନବିକତାର ଖବର। ଅଇଁଠାପାଲି ଥାନା ଅନ୍ତର୍ଗତ ଭୀମ ଭୋଇ ପାର୍କ ନିକଟରେ କୌଣସି ବ୍ୟକ୍ତିଙ୍କ ସୁନା…