Browsing Tag

school bus accident

କଟକ: ଭାରସାମ୍ଯ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ୍ ବସ୍, ଅଳ୍ପକେ ବର୍ତ୍ତିଲେ ୭ ପିଲା

କଟକ(କେନ୍ୟୁଜ୍): ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୭ ଛାତ୍ରଛାତ୍ରୀ । କଟକ ସିଡିଏ-୧୧ ନମ୍ବର ଅଞ୍ଚଳରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ୍‌ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ବସ୍‌ । ଡିଭାଇଡରରେ ପିଟି ହେବା ପରେ ବସ୍‌ଟି ପାଖରେ…

ପଞ୍ଜାବରେ ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ପିଲା ମୃତ, ୧୧ ଆହତ

ପଞ୍ଜାବର ହୋଶିୟାରପୁରରେ ବଡ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍‌ ଦୁର୍ଘଟଣା ହେବା ଯୋଗୁଁ ଜଣେ ପିଲାର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ପିଲା ଆହତ ହୋଇଛନ୍ତି। ବସ୍‌ରେ ୪୦ ଜଣ ପିଲା ରହିଥିଲେ। ସୂଚନା ମୁତାବକ, ସ୍କୁଲ ବସ୍‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ତେଣୁ ଏଭଳି ଦୁର୍ଘଟଣା…

ଚୌଦ୍ୱାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୫ ଛାତ୍ରୀ

କଟକ(କେନ୍ୟୁଜ): ଓଲଟିଲା ସ୍କୁଲ ବସ୍ ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ।  ଚୌଦ୍ୱାର ନିକଟରେ  ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ସ୍କୁଲ ବସ୍। ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି…

ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ସ୍କୁଲ ବସ, ଚାଳକ ମୃତ

ହିଞ୍ଜିଳିକାଟୁ (କେନ୍ୟୁଜ): ଘରେଇ ସ୍କୁଲ ବସ ଓ ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ହରିକୃଷ୍ଣପୁର ଗ୍ରାମ ନିକଟ ରେ ଆଜି ଘଟିଛି ଏଭଳି ସଡ଼କ ଦୁର୍ଘଟଣା। ବାଦଗଡ ଗ୍ରାମର ଶଙ୍କର ସ୍ୱାଇଁ ଗାଁରୁ ମୋଟର ସାଇକେଲରେ…

ଉତ୍ତରାଖଣ୍ଡ: ଭାରସାମ୍ୟ ହରାଇ ଘାଇକୁ ଖସିଲା ସ୍କୁଲ୍ ଭ୍ୟାନ୍, ୯ ଛାତ୍ରଛାତ୍ରୀ ମୃତ

ଉତ୍ତରାଖଣ୍ଡ : ତେହରୀ ଜିଲ୍ଲାର ପ୍ରତାପନଗର କଙ୍ଗସାଲି ମଦନନେଗି ମୋଟର ମାର୍ଗରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ୍ ଗାଡି ଭାରସାମ୍ୟ ହରାଇ ଘାଇ ମଧ୍ୟକୁ ଖସିପଡିଥିବା ଜଣାପଡିଛି। ଦୁର୍ଘଟଣାରେ ୯ଜଣ ଛୁଆଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଗରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ…

ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲ ବସ୍‌ , ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦୁଝର(କେନ୍ୟୁଜ୍): ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲ ବସ୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା-ବାମେବୋରି ରାସ୍ତାରେ ଦୁର୍ଘଟଣା ଘଟିଛି। ଟାଟା ସ୍ପଞ୍ଜ କମ୍ପାନୀର ସ୍କୁଲ ବସ୍‌ ଆଜି ସକାଳୁ ଏକ ପରିବା ବୋଝେଇ ପକଅପ୍‌…