Browsing Tag

shahrukh khan

ଚର୍ଚ୍ଚାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଫଟୋ, ଶାହାରୁଖ କହିଲେ- ମୋ ପୁଅ ମତେ ବି ବଳିଗଲା

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନକୁ କିଏ ବା ନ ଜାଣେ। କିଛି ଦିନ ତଳେ ସେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଲାଇମ୍‌ଲାଇଟ୍‌ରେ ରହିଥିଲେ। ପରେ ଦୋଷମୁକ୍ତ ହୋଇ ସେ ଅବଶ୍ୟ ଜେଲରୁ ମୁକୁଳିଛନ୍ତି। ଏବେ ତାଙ୍କର ଷ୍ଟାଇଲ ଏବଂ ଲୁକ୍‌…

ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ, ଆକ୍ସନ୍ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିବ

ବହୁ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର…

ରିଲିଜ ହେଲା ଆଲିଆଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଡାର୍ଲିଂସ’, ଶାହରୁଖଙ୍କ ସହିତ ଆଲିଆ କରୁଛନ୍ତି ପ୍ରଯୋଜନା

ଆଲିଆ ଭଟ୍ଟ ପ୍ରଡକ୍ସନର ପ୍ରଥମ ଫିଲ୍ମ ‘ଡାର୍ଲିଂସ’ ଟିଜର ରିଲିଜ ହେବାକୁ ପ୍ରସ୍ତୁତ ରହିଛି। ନେଟଫ୍ଲିକ୍ସ ଇଣ୍ଡିଆରେ ଆଜି ଫିଲ୍ମର ପ୍ରଥମ ଲୁକ୍‌ ଏବଂ ଟିଜର ଜାରି କରାଯାଇଛି। ଆଲିଆ ନିଜ ସୋସିଆଲ ମିଡିଆରେ ନିଜର ଲୁକ୍‌ ଏବଂ ଟିଜର ସେୟାର କରିଛନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସ ବେଶ୍‌ ପ୍ରଶଂସା…

ଶାହରୁଖ ଖାନ୍‌ ସେୟାର କଲେ ମିରର୍‌ ସେଲଫି, ଡନ୍‌ ୩ ଲୁକ୍‌ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ

ଶାହରୁଖ ଖାନ ବଲିଉଡରେ କିଙ୍ଗଖାନ୍‌ ଭାବେ ପରିଚିତ। ଶାହରୁଖ ବଲିଉଡରେ ୩୦ ବର୍ଷ ପୂରଣ କରିସାରିଲେଣି। ୩୦ ବର୍ଷର ଫିଲ୍ମ କ୍ୟାରିଅର ଭିତରେ କେତେବେଳେ ଶାହରୁଖ ବାଦଶାହ ହୋଇଗଲେ ତାହା ଜଣାପଡିନଥିଲା। ନିଜର ଫିଲ୍ମ କ୍ୟାରିଅରରେ ଶାହରୁଖ ଇଣ୍ଡଷ୍ଟ୍ରୀକୁ ଅନେକ ସୁପରହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି।…

ପୁଣିଥରେ ଶାହାରୁଖଙ୍କ ହିରୋଇନ୍‌ ହେବେ ଦୀପିକା ପାଦୁକୋନ୍‌, ପଠାନ୍‌ ପରେ ଏବେ ଏହି ଫିଲ୍ମରେ ଏକାଠି ଆସିବେ ନଜର

ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କ ପ୍ରିୟ ଯୋଡ଼ି ପୁଣିଥରେ ପରଦାରେ ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ଓମ୍‌ ଶାନ୍ତି ଓମ୍‌, ଚେନ୍ନାଇ ଏକ୍ସପ୍ରେସ, ହାପ୍ପି ନ୍ୟୁ ଇୟରରେ ଉଭୟଙ୍କୁ ଦର୍ଶକେ ଏକାଠି ଦେଖିସାରିଛନ୍ତି। ଶାହାରୁଖ ଓ…

ପାଓ୍ଵାର କପଲ୍‌ ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହ, ସାମ୍ନାକୁ ଆସିଲା ପ୍ରଥମ ଫଟୋ; କୋଭିଡ୍‌କୁ ମାତ୍‌ ଦେଇ…

ସାଉଥ୍‌ର ପାଓ୍ଵାର କପଲ୍‌ ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। କପଲ୍‌ ଆଜି ଚେନ୍ନାଇର ମହାବଲିପୁରମ୍‌ର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ବିବାହ ଉତ୍ସବରେ ସାମିଲ ହେବା ପାଇଁ ସେଲିବ୍ରିଟିମାନେ ମହାବଲିପୁରମ୍‌ରେ ପହଞ୍ଚିଛନ୍ତି।…

ବଲିଉଡ୍‌ରେ କରୋନା ବିସ୍ଫୋରଣ! ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ରିପୋର୍ଟ ପିଜିଟିଭ…

ସାରା ଦେଶରେ ଏବେ ପୁଣିଥରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ କରୋନା ଭାଇରସ୍‌ କବଳକୁ ଆସୁଛନ୍ତି। ନିକଟରେ ଆଦିତ୍ୟ ରୟ କପୁର କରୋନାରେ ସଂକ୍ରମିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ ଓ ଅଭିନେତ୍ରୀ…

କ୍ଷତାକ୍ତ ଅବସ୍ଥାରେ ମୁଣ୍ଡରେ ପଟି, ‘ଯବାନ’ର ପ୍ରଥମ ପୋଷ୍ଟର ରିଲିଜ୍‌ କଲେ ଶାହାରୁଖ ଖାନ୍‌

ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌। ଶାହାରୁଖ୍‌ ନିଜ ଅଗାମୀ ଫିଲ୍ମ ‘ଯବାନ’କୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହାର ଟିଜର ରିଲିଜ୍‌ କରିବାର ଦିନକ ପରେ ଶାହାରୁଖ ଫିଲ୍ମର ପ୍ରଥମ ପୋଷ୍ଟରକୁ ବି ଦର୍ଶକଙ୍କ ସହ…

ଦିନକୁ ୧୦୦ ସିଗାରେଟ୍, ୩୦ କପ କଫି ପିଅନ୍ତି ଶାହାରୁଖ, ଏମିତି ରହିଛି କିଙ୍ଗ ଖାନଙ୍କ ଜୀବନଶୈଳୀ

ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ଜାଣିବା ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡରେ ସେହି ସ୍ଥାନ ପାଇଛନ୍ତି, ଯାହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ଏହି ଖ୍ୟାତି ପଛରେ ମଧ୍ୟ ଏକ ସତ୍ୟତା ଲୁଚି ରହିଛି, ଏହା ଜାଣି ଆପଣ ମଧ୍ୟ ଚକିତ ହେବେ। କୋଟି କୋଟି…

ଖୁସି ଖବର! ଦୀର୍ଘ ବର୍ଷ ପରେ ରୁପେଲି ପରଦାରେ ଏକାଠି ନଜର ଆସିବେ ସୁପରହିଟ୍‌ ଯୋଡ଼ି ଶାହାରୁଖ ଖାନ୍‌ ଓ କାଜଲ

ବଲିଉଡ୍‌ ଷ୍ଟାର ଶାହାରୁଖ ଖାନ୍‌ ଓ କାଜଲଙ୍କ ଯୋଡ଼ି ୯୦ ଦଶକର ସବୁଠୁ ସୁପର ଡୁପର ହିଟ୍‌ ଯୋଡ଼ି। ଏବେ ବି ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ଶାହାରୁଖ ଖାନ୍‌ ଅନ୍ୟ ଅଭିନେତ୍ରୀଙ୍କ ସହ ଅଭିନୟ କରୁଥିଲେ ମଧ୍ୟ କାଜଲଙ୍କ ସହ ତାଙ୍କ ବଣ୍ଡିଂ କିନ୍ତୁ ସବୁଠୁ ଅଲଗା…

ପୁଣି ଏକାଠି ନଜର ଆସିବେ ଶାହରୁଖ ଏବଂ ଜୁହି ଚାଓ୍ଵଲା ! ଅଭିନେତ୍ରୀ କଲେ ଖୁଲାସା

ଶାହରୁଖ ଖାନ ଏବଂ ଜୁହି ଚାଓ୍ଵଲାଙ୍କ ଯୋଡି ବଲିଉଡରେ ବେଶ୍‌ ଧମାଲ୍‌ କରିଥିଲା। ୯୦ ଦଶକରେ ଏହି ଦୁହିଁଙ୍କ ଯୋଡିକୁ ରୋମାଣ୍ଟିକ ଯୋଡି ବୋଲି କୁହାଯାଉଥିଲା। ଜୁହି ଏବଂ ଶାହରୁଖ ବଲିଉଡରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘ରାଜୁ ବନ୍‌ ଗେୟା ଜେଣ୍ଟଲମ୍ୟାନ, ୟସ ବସ୍‌, ଡ୍ୟୁପ୍ଲିକେଟ, ଫିର ଭି…

ଛାତ୍ରଙ୍କୁ ଏମିତି ଉତ୍ତର ଦେଇ ମନ ଜିତିଲେ ଶାହରୁଖ

ବଲିଉଡ଼ ବାଦଶାହ ରୋମାନ୍ସ କିଙ୍ଗ ଶାହରୁଖଙ୍କ ପରିଚୟ କାହାକୁ ଦରକାର ନାହିଁ। କାରଣ ସେ କେବଳ ଭରତ ନୁହେଁ ସାରା ବିଶ୍ବରେ ପରିଚିତ। ରୋମାନ୍ସ କିଙ୍ଗଙ୍କ ପ୍ରଶଂସକ କିଛି କମ୍ ନାହାନ୍ତି। ସେ ଯୁଆଡେ ବି ଯାଆନ୍ତି ନିଜ ଫ୍ୟାନ୍ସଙ୍କ ମନରେ ଜାଗା ତିଆରି କରିଦିଅନ୍ତି। ତେବେ ବର୍ତ୍ତମାନ ଅନେକ ଦିନ…