Browsing Tag

skin care beauty tips

ତ୍ୱଚାରୁ ମୃତ କୋଷିକା ଦୂର କରିବାକୁ ବ୍ୟବହାର କରନ୍ତୁ ଅଖରୋଟ୍‌, ଥରକରେ ଚମକିବ ଚେହେରା

ବର୍ତ୍ତମାନର ପ୍ରଦୂଷିତ ଦୁନିଆରେ ତ୍ୱଚାର ଯତ୍ନ ନେବା ଜରୁରୀ ହୋଇପଡ଼ିଛି। ଝାଳ, ସୂର୍ଯ୍ୟଙ୍କ ତାପ, ଧୂଆଁ ଆଦି କାରଣରୁ ତ୍ୱଚା ଶୀଘ୍ର ଖରାପ ହୋଇଯାଏ। ଯଦି ଠିକ୍‌ ଭାବେ ଚେହେରାର ଯତ୍ନ ନ ନେବେ, ତେବେ ମୁହଁର ଉଜ୍ଜ୍ୱଳତା କମିଯିବ। ଏଥିସହ ପିମ୍ପଲ, ତ୍ୱଚାରେ ଲୋଚାକୋଚାପଣ, ମୃତ କୋଷିକା ଜମିବା…

ଟ୍ୟାନ୍‌ ପଡ଼ିଯାଇଛି କି ଆପଣଙ୍କ ତ୍ୱଚା? ଆଲୋଭେରା ବ୍ୟବହାର କରି ସହଜରେ କରନ୍ତୁ ସମସ୍ୟାର ସମାଧାନ…

ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଖାସ୍‌ କରି ମହିଳାମାନେ ନିଜର ସୁନ୍ଦରତା ପାଇଁ ପଇସାକୁ ପାଣି ଭଳି ବୁହାଇ ଦିଅନ୍ତି। କିଛି ମହିଳା ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର ଘରୋଇ ଉପଚାର ମଧ୍ୟ ଆପଣାଇ ଥାଆନ୍ତି। ଅନେକ ବାର ମହିଳାମାନେ ନିଜ ତ୍ୱଚାରେ ଟ୍ୟାନିଂ ସମସ୍ୟାକୁ ନେଇ ବହୁତ ଚିନ୍ତିତ…

ଚେହେରାରେ ଲଗାନ୍ତୁ ଏହି ୫ଟି ତେଲ, ଦୂର ହୋଇଯିବ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା

ପ୍ରାୟତଃ ଲୋକେ ଧୂଳି, ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାକୁ ସାମ୍ନା କରି ଥାଆନ୍ତି। ଏମିତି ସ୍ଥିତିରେ ଆପଣ କିଛି ତେଲ ଆପଣଙ୍କ ତ୍ୱଚାରେ ଲଗାଇ ସମସ୍ୟା ଦୂର କରି ପାରିବେ। ଆଜି ଆମେ ଆପଣଙ୍କୁ କହିବୁ, ଏମିତି କେଉଁ ତେଲ ଅଛି, ଯାହାକୁ ବ୍ୟବହାର କରି ଆପଣ ତ୍ୱଚାର…

ତ୍ୱଚାକୁ ଅଦ୍ଭୁତ ପ୍ରକାର ଫାଇଦା ଦେଇଥାଏ ପଣସ ମଞ୍ଜି; ଏହି ସବୁ ରୋଗର ବି ହୋଇଥାଏ ରାମବାଣ ଚିକିତ୍ସା

ପଣସର ଫାଇଦା ବିଷୟରେ ଆପଣ ଅଳ୍ପ ବହୁତ ଜାଣିଥିବେ। ଏହା ଏକ ସୁପରଫୁଡ୍‌, ଯାହାର ନ୍ୟୁଟ୍ରିସନାଲ୍‌ ଭାଲ୍ୟୁ ଢ଼େର୍‌ ଅଧିକ ରହିଛି। ଅନେକ ଲୋକ ପଣସ ଖାଇବା ସମୟରେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଯଦି ଆପଣ ଏହାର ଫାଇଦା ବିଷୟରେ ଜାଣିବେ, ତ ନିଶ୍ଚୟ ଖାଇବା ଆରମ୍ଭ କରି ଦେବେ। ପଣସ…

ଚେହେରାର ଚିହ୍ନ, ଦାଗ ଦୂର କରିବ ବାଇଗଣ! ଫେସ୍‌ରେ ଆସିବ ଜବରଦସ୍ତ ଉଜ୍ଜ୍ୱଳତା…ଏମିତି କରନ୍ତୁ ବ୍ୟବହାର

ଯଦି ଚେହେରାରେ ବାରମ୍ବାର ବ୍ରଣ ହେଉଛି, ତ ଏହା ସ୍କିନ୍‌ରେ ଗୁରୁତର ଚିହ୍ନ, ଦାଗ ସୃଷ୍ଟି କରିପାରେ, ଯାହା କି ସହଜରେ ପିଛା ଛାଡ଼ି ନ ଥାଏ। ଯଦି କେହି ବି ଏହି ସମସ୍ୟାରେ ପୀଡ଼ିତ ଥାଆନ୍ତି, ତ ସେମାନଙ୍କୁ ଅନେକ ବାର ଲୋକଙ୍କ ସାମ୍ନାରେ କମ୍‌ ଆତ୍ମବିଶ୍ୱାସ ଏବଂ ଲଜ୍ଜାର ସମ୍ମୁଖୀନ ହେବାକୁ…

ଜ୍ୱର ଓ ମୁଣ୍ଡବିନ୍ଧାରୁ ଉପଶମ ଦେବ ଚନ୍ଦନ; ଏମିତି କରନ୍ତୁ ବ୍ୟବହାର

ଭାରତରେ କିଛି ପରମ୍ପରା ଶହ ଶହ ବର୍ଷ କାଳରୁ ଚାଲି ଆସୁଛି। ମଥାରେ ଚନ୍ଦନ ଲଗାଇବା ମଧ୍ୟ ସେଥିରୁ ଗୋଟିଏ। ପୂଜାପାଠରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତୀତ ଅନେକ କସ୍‌ମେଟିକ ପ୍ରଡକ୍ଟରେ ବି ଚନ୍ଦନର ବ୍ୟବହାର କରାଯାଇଥାଏ। ମାର୍କେଟରେ ଚନ୍ଦନର ଫେସ୍‌ ପ୍ୟାକ୍‌ ଠାରୁ ଆରମ୍ଭ କରି…

ଡାର୍କ ସ୍ପଟରୁ ଆରମ୍ଭ କରି ସ୍କିନ ଲାଇଟିଂ ଓ ଏଣ୍ଟି ଏଜିଂ ପାଇଁ ପାନର ଏହି ଟିପ୍ସ ବହୁତ ଲାଭକାରୀ

ପାନ ପତ୍ର ପ୍ରାଚୀନ କାଳରୁ ଘା, କଟା ବା ଚର୍ମ ସହିତ ଜଡିତ ସମସ୍ୟାରେ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦରେ ପାନ ପତ୍ରକୁ ବହୁତ ଉପଯୋଗୀ ମନାଯାଇଥାଏ । ପାନର ତାଜା ରସରେ ଦରଜ ଓ ରକ୍ତ ସ୍ରାବକୁ ରୋକାଯାଇପାରେ । ଏଥିସହିତ ଏହା ବ୍ୟୁଟି ସମ୍ପର୍କିତ ସମସ୍ୟାରେ ମଧ୍ୟ ଚମତ୍କାର କାମ କରିଥାଏ ।…

ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ କଦଳୀ ଫେସ୍‌ ପ୍ୟାକ; ଆଣ୍ଟି-ଏଜିଙ୍ଗ୍‌ ଓ ମଇଶ୍ଚରାଇଜିଙ୍ଗ୍‌ ଗୁଣରେ ଭରପୂର

କଦଳୀ ପେଟ ପାଇଁ ଯେତିକି ଲାଭଦାୟକ ହୋଇଥାଏ, ସେତିକି ସ୍କିନ୍‌ ପାଇଁ। ଏହା ଏମିତି ଏକ ସୁପରଫୁଡ୍‌, ଯାହା ବର୍ଷ ସାରା ମିଳିଥାଏ। ଏଥିରେ ଆକ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏଥି ସହିତ ଏହାର ମଇଶ୍ଚରାଇଜିଙ୍ଗ୍‌ ଗୁଣ ସ୍କିନ୍‌କୁ କୋମଳ ତଥା ମୁଲାୟମ ରଖିଥାଏ। ଅଲଗା ଅଲଗା ତରିକାରେ…

ଚେହେରାରେ ଏହି ଉପାୟରେ ଲଗାନ୍ତୁ ଟମାଟୋ; କିଛି ଦିନ ଭିତରେ ଦୂର ହୋଇଯିବ ସବୁ ସମସ୍ୟା

ଆଜିକା ସମୟରେ ଅନେକଙ୍କଠାରେ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଉଛି। ଏହାକୁ ଦୂର କରିବା ପାଇଁ ଲୋକେ ନାନା ଉପାୟ ମଧ୍ୟ ଆପଣାଉଛନ୍ତି, ହେଲେ କୌଣସିଥିରେ ସୁଫଳ ମିଳିପାରୁ ନାହିଁ। ଚର୍ମ ସମସ୍ୟା ଦୂର କରିବା ପାଇଁ ଅଧିକ ଦାମୀ ପ୍ରଡକ୍ଟ କିମ୍ବା ଦାମୀ ଟ୍ରିଟ୍‌ମେଣ୍ଟ ନେବାର କୌଣସି…

ବେସନ ବ୍ୟବହାର କରି ଏଭଳି ନିଅନ୍ତୁ ତ୍ବଚାର ଯତ୍ନ

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ। ଏହା କେବଳ ବ୍ରଣ ଏବଂ ଦାଗର ସମସ୍ୟା ସୃଷ୍ଟି କରେ ନାହିଁ ବରଂ କିଛି ଲୋକଙ୍କ ତ୍ୱଚା ରଙ୍ଗ ମଧ୍ୟ କଳା କରିଥାଏ। ଏଭଳି ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ବେସନ ଖୁବ…

ଘରେ ବନାନ୍ତୁ ହ୍ୟାଣ୍ଡ ମାସ୍କ, ହାତ ଦେଖାଯିବ ସୁନ୍ଦର ଏବଂ ଉଜ୍ୱଳ

ଅଧିକାଂଶ ମହିଳା ଘରର ବିଭିନ୍ନ କାମ କରିବା ପରେ ନିଜ ହାତର ଯତ୍ନ ନେବାକୁ ଭୁଲିଯାଆନ୍ତି। ରୋଷେଇ ପାଇଁ ବାରମ୍ବାର ହାତ ଧୋଇବା, ବାସନକୁସନ ମାଜିବା, ସଫା ପାଇଁ ଡିଟରଜେଣ୍ଟ ଗୁଣ୍ଡ, ବାସନମଜା ସାବୁନ ଇତ୍ୟାଦି ବ୍ୟବହାର କରିବା ଯୋଗୁଁ ହାତ ରୁକ୍ଷ ହୋଇଯାଏ। ଆଉ ଅଧିକାଂଶ ମହିଳାମାନେ ନିଜ ହାତର…

ଏଠାରେ ଚାପୁଡା ଖାଇ ମହିଳା ପାଇଛନ୍ତି ଚମକଦାର ତ୍ୱଚା, ୫୦ ଚାପୁଡା ପରେ ଆସିଥାଏ ଗ୍ଲୋ

ଦୁନିଆର ସବୁ ଲୋକ ନିଜ ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦିଅନ୍ତି। ପୁଅ ହେଉ ଝିଅ ସମସ୍ତେ ନିଜ ସୁନ୍ଦରତାକୁ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ସୌନ୍ଦର୍ଯ୍ୟ ବଢ଼ାଇବାକୁ ନେଇ ଅନେକ ଉପାୟ ଅଛି ଯାହାକୁ ଆପଣେଇଥାନ୍ତି ଲୋକେ। ତେବେ କଣ ଆପଣ ଜାଣନ୍ତି ସୁନ୍ଦରତା ବଢ଼ାଇବା ପାଇଁ ଦୁନିଆରେ ଏକ ବହୁତ ଅଦ୍ଭୁତ…