Browsing Tag

stf

ବେଆଇନ କୋଇଲା ଚୋରା କାରବାର: ଗଞ୍ଜାମ ସାନଘାଟି ସ୍ଥିତ ଅନ୍ନପୂର୍ଣ୍ଣା ଢ଼ାବାରେ ଚଢ଼ାଉ, ୭ଗିରଫ

ଗଞ୍ଜାମ ଖଲ୍ଲିକୋଟ ଥାନା ସାନଘାଟି ସ୍ଥିତ ଅନ୍ନପୂର୍ଣ୍ଣା ଢ଼ାବାରେ ଏସଟିଏଫ ଟିମ୍‌ର ଚଢ଼ାଉ ଘଟଣାରେ ଗିରଫ ୭ ଜଣଙ୍କୁ କୋର୍ଟ ଚାଲାଣ । ବେଆଇନ କୋଇଲା ଚୋରା କାରବାର ଅଭିଯୋଗରେ ବୁଧବାର ଏସଟିଏଫର ୮ ଜଣିଆ ସ୍ପେଶାଲ ଟିମ୍‌ ଓ ଖଲ୍ଲିକୋଟ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଏହି ସମୟରେ ୩୩.୭୫୮…

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ

କେନ୍ୟୁଜ୍: STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ କୈଳାସ ମାଝୀ। ତାକୁ ଭବାନୀପାଟଣା ବନଖଣ୍ଡ ଅଞ୍ଚଳରୁ ଧରାଯାଇଛି। ଏସ୍‌ଟିଏଫ୍‌ ଓ ଭବାନୀପାଟଣା ୱାଇଲ୍ଡ ଲାଇଫ୍‌ ନର୍ଥ ରେଞ୍ଜ୍‌ ମିଳିତ ଭାବେ ଚଢାଉ କରି କୈଳାସକୁ ଧରିଛନ୍ତି।…

STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ : ବାଘ ଛାଲ ଜବତ, ଜଣେ ଗିରଫ

କନ୍ଧମାଳ (କେନ୍ୟୁଜ): STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ । ଡିଲ ବେଳେ ମାଡ଼ି ବସିଲା STF । ବାଘଛାଲ ଜବତ ହୋଇଛି । ଦାରଙ୍ଗବାଡ଼ି ଅଞ୍ଚଳର ବିପିନ ନାୟକ ଗିରଫ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଖୋଳତାଡ଼ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୭ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୧୫ଟି…

କୁଖ୍ୟାତ ନିଶା ବେପାରୀ ଅନିଲ ପାଣ୍ଡିର ୨କୋଟିର ସଂପତ୍ତି ! ଜବତ କରିବାକୁ କ୍ରାଇମବ୍ରାଞ୍ଚ ଏସଟିଏଫ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ନିଶା ମାଫିଆର ୨କୋଟିର ସଂପତ୍ତି। କୁଖ୍ୟାତ ନିଶା ବେପାରୀ ଅନିଲ ପାଣ୍ଡିର ୨କୋଟିର ସଂପତ୍ତି ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ସଂପତ୍ତି ବ୍ୟାଜାପ୍ତି ନେଇ କୋଲକାତାର ଏନଡିପିଏସର ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଲା ଏସଟିଏଫ। ୨୦୨୧…

ରାଜଧାନୀରେ ପୁଣି ଧଳଜହର କାରବାର, STF ହାତରେ ଧରାପଡ଼ିଲା ମୋଷ୍ଟୱାଣ୍ଟେଡ଼ ବ୍ରାଉନସୁଗର ବେପାରୀ ଶିବୁ

ଭୁବନେଶ୍ବର(କେନ୍ଯୁଜ୍) : ରାଜଧାନୀରେ ପୁଣି ଧଳଜହର କାରବାର । ଦିନକୁ ଦିନ ଏହି କାରବାର ବଢିବାରେ ଲାଗିଛି। ପୋଲିସ ଯେତେ ସତର୍କ ହେଲେ ମଧ୍ୟ ଏମାନେ ଅଧିକ ଚତୁର ହେଉଛନ୍ତି। STF ହାତରେ ଧରାପଡ଼ିଲା ମୋଷ୍ଟୱାଣ୍ଟେଡ଼ ବ୍ରାଉନସୁଗର ବେପାରୀ ଶିବୁ ପ୍ରସାଦ ଦାସ । ୧୨ଶହ ୨୭ ଗ୍ରାମ ବ୍ରାଉନସୁଗର ଜବତ…

ଏସଟିଏଫ ଓ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ଚଢାଉ: ବଜ୍ରକାପ୍ତା କାତି-ବାଘ ଦାନ୍ତ-ପଞ୍ଝା ଓ ଶୁଆ ଜବତ, ଜଣେ ଗିରଫ

ବାରିପଦା(କେନ୍ଯୁଜ୍): ମୟୂରଭଞ୍ଜ ଜିଲ୍ଲା ଯଶୀପୁରର ପଦଗଡ଼ାରେ ଏସଟିଏଫ ଓ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ମିଳିତ ଚଢ଼ାଉ । ଜଣେ ବନ୍ୟଜନ୍ତୁ ଅପରାଧୀ ଗିରଫ । ତା ନାଁ ନନ୍ଦ ବାଗେ । ଚଢ଼ାଉ ବେଳେ ବଜ୍ରକାପ୍ତା କାତି ସାଢ଼େ ତିନି କେଜି, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା ଓ ୪୬ଟି ଶୁଆ ଜବତ…

ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ିବସିଲା STF, ଜଣେ ଗିରଫ

ବଲାଙ୍ଗୀର (କେନ୍ୟୁଜ): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଅଜିତ କୁମାର ବୁଡେକ। ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୧୦ଟି…

STF ପଞ୍ଝାରେ ବାଘଛାଲ ତସ୍କର: ବିପୁଳ ପରିମାଣର ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଜବତ; ଜଣେ ଗିରଫ

STF ପଞ୍ଝାରେ ବାଘଛାଲ ତସ୍କର। ବାଘଛାଲ ତସ୍କରୀ ବେଳେ ଦେବଗଡ଼ରୁ ଜଣେ ଗିରଫ। ଏସ୍‌ଟିଏଫ୍‌ ଚଢ଼ଉ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ, ହାତୀ ଦାନ୍ତ ଓ ୧ କେଜି ୭୭୦ ଗ୍ରାମ୍‌ର ବଜ୍ରକାପ୍ତା ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଥାନା ବରଘାଟ ଗାଁର ମଦନ ଜୟପୁରିଆ। ତିଳେଇବଣି ନିକଟ ୪୯…

ରାସ୍ତା କଡରେ ଡିଲ୍‌ ବେଳେ ମାଡିବସିଲା STF: ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଢେଙ୍କାନାଳ(କେନ୍ଯୁଜ୍): STF ହାତରେ ବ୍ରାଉନସୁଗର ବେପାରୀ। ଦୁଇ ଜଣ ବେପାରୀ ଗିରଫ ହୋଇଛନ୍ତି। ଏକ କେଜି ୯୦ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତା କଡରେ ଡିଲ୍‌ ବେଳେ…

ବାଘ ଛାଲ ଜବତ କଲା STF, ଦୁଇ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଡିଲ୍‌ ବେଳେ ମାଡ଼ିବସିଲା STF। ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ଚୋରା ଚାଲାଣକାରୀ । ଗୋଟିଏ କଲରା ପତରିଆ ବାଘ ଛାଲ ସହ ୨ ଜଣ ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଚଟଣି ବସ୍‌ଷ୍ଟପ୍‌ ନିକଟରେ ଡିଲ୍‌ ବେଳେ ମାଡ଼ିବସିଥିଲା STF। ଦୁଇ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁର୍ଜି, ଅଜିତ…

ଏସଟିଏଫ୍‌ କବ୍‌ଜାରେ ବାଘଛାଲ ବେପାରୀ, ଜଣେ ଗିରଫ

ବୌଦ୍ଧ (କେନ୍ଯୁଜ): ଏସଟିଏଫ୍‌ କବ୍‌ଜାରେ ବାଘଛାଲ ବେପାରୀ । ଡିଲ୍‌ ବେଳେ ମାଡି ବସିଲା ଏସଟିଏଫ୍‌ । ବୌଦ୍ଧ ମନମୁଣ୍ଡାରୁ ହର ରଣାକୁ ଗିରଫ କରିଛି ଏସଟିଏଫ୍‌ । ତା ନିକଟରୁ ବାଘ ଛାଲ ସହ ଗୁଳି ଜବତ ହୋଇଛି। ବାଘ ଛାଲର ଫରେନସିକ୍‌ ଯାଞ୍ଚ ପାଇଁ ଡେରାଡୁନ୍‌କୁ ପଠାଯିବ। ବର୍ଷକ ମଧ୍ୟରେ ୧୫ଟି…

ଏସଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ, ୫ଟି ବନ୍ଧୁକ ସହ ୨ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: STF ପଞ୍ଝାରେ ବନ୍ଧୁକ ବ୍ୟବସାୟୀ । ୫ଟି ବନ୍ଧୁକ ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିିଛି STF । ଭୁବନେଶ୍ୱରରେ ବନ୍ଧୁକ କାରବାର ଚାଲିଥିବା ବେଳେ STF ହାତରେ ଧରା ପଡିଛନ୍ତି । ୨ ଅଭିଯୁକ୍ତ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ୱର ଶ୍ରୀକୃଷ୍ଣପୁର…