Browsing Tag

suicide

ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା, ରାଉରକେଲା ବାସନ୍ତୀ କଲୋନୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(କେନ୍ୟୁଜ୍): ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା। ରାଉରକେଲା ବାସନ୍ତୀ କଲୋନୀ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଉଦିତ୍‌ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଜୁନ୍‌ ୧୯ରେ ରଶ୍ମିରେଖା ଭୁବନେଶ୍ୱର…

ବିଜେବି କଲେଜ ହଷ୍ଟେଲରେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା: ରୁମମେଟ୍‌ ଓ ୱାର୍ଡେନଙ୍କୁ ପଚରା ଉଚରା…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ବରଗଡ଼ ଥାନା ପୋଲିସର ତଦନ୍ତ। ଏସିପିଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇ ମୃତ ଛାତ୍ରୀ ରୁଚିକାଙ୍କ ରୁମମେଟ୍‌ ଓ ୱାର୍ଡେନଙ୍କୁ ପଚରା ଉଚରା କରାଯାଉଛି। ୧୩୪ ଜଣ ସିନିୟର…

ମହାରାଷ୍ଟ୍ରରେ ଗୋଟିଏ ପରିବାରର ୯ଜଣଙ୍କର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମହାରାଷ୍ଟ୍ରର ମାଙ୍ଗଲିରେ ଘଟିଯାଇଚି ଏକ ଦୁଖଦ ଘଟଣା । ଏକ ଡାକ୍ତର ପରିବାରର ୯ଲୋକଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ ପରିବାରର ସମସ୍ତେ ସାମୂହିକ ଭାବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହା ଫଳରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ପୋଲିସ କହିଛି କି ପରିବାର କରଜରେ ବୁଡି…

ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ହଷ୍ଟେଲ୍‌ ସୁପରିଟେଣ୍ଡେଣ୍ଟ ଦେଲେନି ଫୋନ୍‌, ଶେଷରେ ଜୀବନ ହାରିଲା ୧୪…

ନୂଆଦିଲ୍ଲୀ : ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍‌ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକରେ ଘଟିଛି । ମୃତ ଛାତ୍ରଙ୍କ ନାଁ ପୂର୍ବଜ। ବେଙ୍ଗାଲୁରୁ ହୋସାକୋଟେ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା…

ବିବାହର ତିନି ମାସରେ ପତ୍ନୀ ସାତ ମାସର ଗର୍ଭବତୀ ଥିବା ଜାଣିଲେ ସ୍ୱାମୀ, ମାନସିକ ଭାରସାମ୍ଯ ହରାଇ କଲେ ଆତ୍ମହତ୍ୟା

ରେଢାଖୋଲ(କେନ୍ୟୁଜ୍‌): ବିବାହର ୪ ମାସ ନପୁରୁଣୁ ,କାନ୍ଥରେ ଶୁଭ ବିବାହର ଲେଖା ନଲିଭୁଣୁ ପତ୍ନୀର ପଣତକାନିରେ ଶୋଇବା ବଦଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା କୁକୁଡାବାହାଳି ଗାଁରେ । ଏହି ଗାଁର ମହୋନ ଦେହୁରୀ, ରେଢାଖୋଲ…

ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି, ପ୍ରେମିକାର ବାହାଘର ପରେ ପ୍ରେମିକ କଲା ଆତ୍ମହତ୍ୟା

ସୋର(କେନ୍ୟୁଜ୍):  ରାତିରେ ପ୍ରେମିକାର ବାହାଘର  ସକାଳେ ପ୍ରେମିକର ମିଳିଲା ଶବ। ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି। ସେଥିପାଇଁ ତା ପୂର୍ବରୁ ମୁଁ ଏ ଦୂନିଆ ଛାଡି ଯାଉଛି। ପୂରା ଫିଲ୍ମ ସିନ୍ ଭଳି ଜଣେ ଯୁବକ ଏଭଳି  ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ଥିଲା ପ୍ରେମିକାର…

ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ମିନାବଜାର ଯିବାକୁ ମନା କରିବାରୁ ଆତ୍ମହତ୍ୟା

ଉମରକୋଟ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ମିନାବଜାର ଯିବାକୁ ମନା କରିବାରୁ ଗଛରେ ଝୁଲି ଆତ୍ମହତ୍ୟା । ୩ ଯୁବତୀ ହେମଲତା ଗୌଡ, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ ଉମରକୋଟରେ ହେଉଥିବା ମିନା ବଜାର ଯିବାକୁ ଘରଲୋକଙ୍କୁ ଜଣାଇଥିଲେ । ଘର ଲୋକ ବାରଣ…

ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ, ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ କଲେ ଆତ୍ମହତ୍ୟା

ଜଳେଶ୍ବର(କେନ୍ଯୁଜ୍): ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ । ଅନଲାଇନରେ ଟ୍ରେଡିଂ ଓ ଗ୍ୟାମ୍ବଲିଂ ଖେଳି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବିଳିଅଠା ଗାଁର ୨୭ବର୍ଷୀୟ ସୌମିତ୍ର ନନ୍ଦୀ ।…

ହତ୍ୟା ନା ଆତ୍ମହତ୍ୟା ? ୭ ମାସ ତଳେ ବିବାହ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ, ଅଭିଯୋଗ ଆଣିଲେ ବାପ ଘର ଲୋକେ

ମାଲକାନଗିରି (କେନ୍ୟୁଜ): ୭ ମାସ ତଳେ ବିବାହ କରି ନୂତନ ଜୀବନ ଆରମ୍ଭ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ । ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶ୍ୱଶୁର ଘର ଲୋକେ ପାରିବାରିକ କଳହ ଯୋଗୁ ବୋହୁ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି । ସେପଟେ ପୋଲିସ ଶବ ଜବତ କରିବା ସହ ଏକ…

ଏ ଘୃଣାର ଦୁନିଆରେ ଆଉ ବଞ୍ଚିହେବନି… ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖି ଛାତରୁ ଡେଇଁ ପଡ଼ିଲେ ୧୦ମ ଶ୍ରେଣୀ ଛାତ୍ର

କ୍ଲାସ୍‌ମେଟ୍‌ଙ୍କ ଟାହି ଟାପରା ସହି ନ ପାରି ମରଣକୁ ଆବୋରି ନେଲେ ୧୦ମ ଶ୍ରେଣୀର ଛାତ୍ର। ସାଙ୍ଗମାନେ ସବୁବେଳେ ଚିଡ଼ାଉଥିବା କଥାକୁ ସହଜରେ ଗ୍ରହଣ କରିପାରିନଥିଲେ। ଫଳରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ଆଉ ବାପା ମା’ଙ୍କ ପାଇଁ ସୁଇସାଇଡ୍‌ ନୋଟ୍‌ ଲେଖି ସବୁଦିନ ପାଇଁ ଶୋଇ…

ପୁଣି ପ୍ରେମ ହେଲା କାଳ: ସହିପାରିଲେନି ପ୍ରେମିକାର ବିରହ, ସୌମ୍ଯଙ୍କ ପରେ ଆତ୍ମହତ୍ଯା କଲେ ଅଭିଜିତ୍

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଜ୍ଯାକି । ବୟସ ମାତ୍ର ୨୭ । ଏକ ଘରୋଇ କମ୍ପାନୀରେ ଇଂଜିନିୟର ମଧ୍ୟ । ମୋଟା ଅଙ୍କର ଦରମା ପାଉଥିଲେ । ଘରେ ବୁଢ଼ୀ ମା, ବଡ ଭାଇ, ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ଯାକିଙ୍କୁ ଧୋକା ଦେଲା ପ୍ରେମ । ଅନୁଗୁଳ ଶିକ୍ଷକପଡାର ଜଣେ…

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମ ପାଇଁ ଜ୍ୟାକି ହାରି ଦେଲେ ଜୀବନ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଓରଫ ଜ୍ୟାକି । ବୟସ ୨୭ ବର୍ଷ । ଏକ ଘରୋଇ କମ୍ପାନୀରେ ଇଂଜିନିୟରି ଭାବେ କାମ କରୁଥିଲେ ଆଉ ମୋଟା ଅଙ୍କର ଦରମା ପାଉଥିଲେ । ଘରେ ତାଙ୍କର ବୁଢ଼ୀ ମା, ଭାଇ ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ୟାକି ଙ୍କୁ ଧୋକା ଦେଲା ପ୍ରେମ।…