Browsing Tag

t-20 match

 ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି -୨୦ ମ୍ୟାଚରେ ହରାଇଲା ଭାରତ, କମାଲ କରି ଦେଖାଇଲେ ଭାରତୀୟ ବୋଲର

ତିରୁଅନନ୍ତପୁରମ ପ୍ରଥମ ଟି-୨୦ କମାଲ ଦେଖାଇଲେ ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ହରାଇଲା ଭାରତ । ୧୦୭ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୨ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରୋହିତ ବାହିନୀ । ଆରମ୍ଭରୁ ବ୍ୟାଟିଂ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ବାଦ୍‌ ପଡିଲେ ପାଣ୍ଡ୍ୟା, ଦୀପକ ଏବଂ ସାମି

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ। ହେଲେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଆହତଜନିତ ସମସ୍ୟା କାରଣରୁ ଷ୍ଟାର ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ…

ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, କରୋନାରୁ ସୁସ୍ଥ ହୋଇନାହାନ୍ତି ମହମ୍ମଦ ସାମି

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ମହମ୍ମଦ ସାମି ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି।…

କମାଲ କଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ: ୬ ୱିକେଟରେ ମ୍ୟାଚ୍ ଜିତି ସିରିଜ୍ ଜିତିଲା ଭାରତ

ଜିତିଲା ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ୬  ୱିକେଟ୍ ରେ ହରାଇଲା ଭାରତ। ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କରିଛି ଭାରତ। ରୋହିତ ବାହିନୀ ଙ୍କ ଦମଦାର ବୋଲିଂ ଏବଂ ବ୍ୟାଟିଂ ଅଷ୍ଟ୍ରେଲିଆ ଟିମକୁ ଧରାଶାୟୀ କରିଛି। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ସିରିଜ…

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ୍ ହାରିଲା ଭାରତ, ୪ୱିକେଟରେ ମ୍ୟାଚ ହାତେଇଲା କଙ୍ଗାରୁ ଦଳ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି –୨୦ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ୪ ୱିକେଟ ଥାଇ ମ୍ୟାଚ୍ ଜିତିନେଇଛି। ୨୦୮ ରନର ବିଶାଳ ସ୍କୋର କରିଥିଲେ ହେଁ ମୋହାଲିର ହାଇ ସ୍କୋରିଂ ପିଚରେ ଏହି ସ୍କୋରକୁ ବଞ୍ଚାଇ ପାରି ନାହିଁ ଭାରତ। ପୁଣି ଥରେ ନିରାଶ କଲେ…

ଇଂଲଣ୍ଡ ଓ ଇଣ୍ଡିଆ ଦ୍ୱିତୀୟ ଟି-୨୦ : ଟିମ୍‌କୁ ଫେରିଲେ କୋହଲି, ପନ୍ତ, ବୁମରା

ଆଜି ଘରୋଇ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ଦ୍ୱିତୀୟ ଟି- ୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ୫୦ ରନରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ କରିବାକୁ ଟିମ୍‌ ଲକ୍ଷ୍ୟ ରଖିଛି। ଅନ୍ୟ ପଟରେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ…

ଟି-୨୦ ସିରିଜ ପାଇଁ ଏଜେସ ବାଓ୍ଵଲ ପହଞ୍ଚିଲା ଟିମ୍‌ ଇଣ୍ଡିଆ, ଟେଷ୍ଟ ମ୍ୟାଚର ପ୍ରତିଶୋଧ ଟି-୨୦ରେ ନେବ ଟିମ୍‌

ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି। ଟେଷ୍ଟ ମ୍ୟାଚ ହାରିବା ପରେ ଏବେ ଇଂଲଣ୍ଡ ସହିତ ୭ ଜୁଲାଇରୁ ଟି-୨୦ ମ୍ୟାଚ ଖେଳିବ। ସିରିଜର ପ୍ରଥମ ମୁକାବିଲା ଦ ରୋଜ ବାଓ୍ଵଲ, ସାଇଥମ୍ପଟନରେ ରାତି ୧୦.୩୦ରୁ ହେବ। ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ଏବେ ଅଭ୍ୟାସ ଆରମ୍ଭ କରିଦେଇଛି। ଟିମ୍‌…

ହାଇକୋର୍ଟରେ ବାରବାଟି ଟି-୨୦ ମ୍ଯାଚ ବନ୍ଦ ପାଇଁ ମାମଲା ଖାରଜ

କଟକ(କେନ୍ୟୁଜ୍‌): ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ଯାଚ ବନ୍ଦ ପାଇଁ ହାଇକୋର୍ଟ ରେ ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ ଓଡିଶା ହାଇକୋର୍ଟ। ଷ୍ଟାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ…

ବାରବାଟୀ ଟି-20 ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ଜୁନ ୧୨ ତାରିଖରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-20 ଅନ୍ତରାଷ୍ଟ୍ରିୟ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ଅଧ୍ୟକ୍ଷ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଓ ଓସିଏର ସେକ୍ରେଟାରୀ…

ଆଇସିୟୁରେ ଭର୍ତ୍ତି ହୋଇଥିଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ, ମ୍ୟାଚ୍‌ ବେଳେ ମୁଣ୍ଡରେ ବାଜିଥିଲା ବଲ୍‌

ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ। ଗତକାଲିର ମ୍ୟାଚ୍‌ରେ ତାଙ୍କ ମୁଣ୍ଡରେ ବଲ୍ ବାଜିଥିବାରୁ ସେ ଆହତ ହୋଇଥିଲେ। ଲହିରୁ କୁମାରଙ୍କ ଦ୍ରୁତ ବାଉନ୍ସର ବଲ୍‌ ବାଜି ଈଶାନ ଆହତ ହୋଇଥିଲେ। ଏହି ସମୟରେ ଖେଳ ରୋକାଯାଇଥିଲା। ଫିଜିଓ ଆସି କିଛି ସମୟ ଚିକିତ୍ସା…

ଦ୍ୱିତୀୟ ଟି-୨୦ ମ୍ୟାଚକୁ ୭ ଓ୍ଵିକେଟରେ ଜିତିଲା ଟିମ୍‌ ଇଣ୍ଡିଆ, ଶ୍ରେୟସ ଦେଖାଇଲେ ଦମଦାର ପ୍ରଦର୍ଶନ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜକୁ ଜିତି ନେଇଛି ଭାରତ । ଗୋଟିଏ ମ୍ୟାଚ ବାକି ରହିଥିବା ବେଳେ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ୧୮୪ ରନର ପିଛା କରି ଟିମ୍‌ ଇଣ୍ଡିଆ ମାତ୍ର ୩ ଓ୍ଵିକେଟ ହରାଇ ବିଜୟ ହାସଲ କରିଥିଲା। ଶ୍ରେୟସ ଆୟର, ଈଶାନ କିଶନ ଏବଂ…

ଆଜି ଭାରତ ଓ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ସିରିଜ କବଜା ପାଇଁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଧର୍ମଶାଳାରେ ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬୨ରନ୍‌ରେ ଜିତିବା ପରେ ସିରିଜ କବ୍‌ଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି ହେବ। ଶ୍ରୀଲଙ୍କା ଦଳ…