Browsing Tag

temple

ଭାଇଚାରର ଅନନ୍ୟ ଉଦାହରଣ, ସବୁଠାରୁ ବଡ ରାମାୟଣ ମନ୍ଦିର ପାଇଁ ମୁସଲମାନ ପରିବାର ଦାନ କଲେ ୨.୫ କୋଟି ଟଙ୍କାର ଜମି

ଭାରତ ସର୍ବଧର୍ମ ସମନ୍ଵୟର ଦେଶ। ଏଠାରେ କୌଣସି ଜାତି, ଧର୍ମ, ବର୍ଣ୍ଣ ନେଇ ଲୋକଙ୍କ ମନରେ କୌଣସି କିଛି ଭେଦଭାବ ନଥାଏ। ଏହାର ଜ୍ୱଳନ୍ତ ଉଦାହରଣ ବିହାର ରାଜ୍ୟର ଚମ୍ପାରନ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ମନ୍ଦିର ପାଇଁ ୨.୫ କୋଟି ଟଙ୍କାର ଜମି ଦାନ କରିଛନ୍ତି ମୁସଲମାନ ପରିବାର।…

କଟକ ଜିଲ୍ଲା ନରସିଂହପୁରର ରହିଛି ମାଆ ବୁଢ଼ୀଦେଇ ଠାକୁରାଣୀ, ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ

କଟକ (କେନ୍ୟୁଜ): କଟକ ଜିଲ୍ଲା ବଡମ୍ବା ବ୍ଲକ ସନ୍ତରାବଳି ପଞ୍ଚାୟତର ପାହାଡ଼ ଉପରେ ରହିଛି ମାଆ ବୁଢ଼ୀଦେଇ ପୀଠ। ଓଡ଼ିଶାର ନିଆରା ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଏହା ଏକ। କିମ୍ବଦନ୍ତୀ କହେ ୧୯୨୦ ମସିହାରେ ଏହି ପୀଠ ତିଆରି ହୋଇଥିଲା। ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତିର ଏକ ଅପୂର୍ବ ଦିଗଦର୍ଶନ ଝଲକ…

ପ୍ରଚୁର ଧନ ପାଇବା ପାଇଁ ଥରେ ଯାଆନ୍ତୁ ଏହି ମନ୍ଦିର, ମିଳିବ ମାତା ଲକ୍ଷ୍ମୀଙ୍କ ବିଶେଷ ଆଶିର୍ବାଦ

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ।…

ଠାକୁରଙ୍କ ପୂଜା ଫୁଲକୁ ଏମିତି ସାଇତି ରଖନ୍ତୁ, ନଚେତ୍‌ ଲାଗିପାରେ ପାପ

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି…

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପରେ ଭାରତର କଡା ଆପତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ କଡା ଆପତ୍ତି ଜାହିର କରିଛି ଭାରତ । ମନ୍ଦିରରେ ଭଙ୍ଗାରୁଜା ନେଇ ହାଇକମିଶନକୁ ରିପୋର୍ଟ ତଲବ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଉପାସନା ପୀଠ ଉପରେ ଆକ୍ରମଣ ସହିତ ଅଳ୍ପସଂଖ୍ୟକ ସମୁଦାୟଙ୍କ…

କଟକରେ ଖୋଲିଲା ଧର୍ମାନୁଷ୍ଠାନ, କରୋନା କଟକଣା ଭିତରେ ଦର୍ଶନ ଆରମ୍ଭ

କଟକ (କେନ୍ୟୁଜ): କଟକ ସହରରେ ଖୋଲିଲା ଧର୍ମାନୁଷ୍ଠାନ। ସକାଳ ୬ଟାରୁ ରାତି ୮ଟା ଯାଏ ମନ୍ଦିର ଖୋଲା ରହିବ। କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। କିନ୍ତୁ ସପ୍ତାହାନ୍ତ ସଟଡାଉନରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ ହେବ। ଭକ୍ତ…

ବିଳମ୍ବିତ ରାତିରେ ମନ୍ଦିରକୁ ଚୋରି କରିବାକୁ ଆସିବା ପଡ଼ିଲା ମହଙ୍ଗା: ଜଣେ ଅଟକ, ୨ଫେରାର୍

ସାଲେପୁର(କେନ୍ଯୁଜ୍): ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି କରିବାକୁ ୩ ଜଣ ଯୁବକ ଉଦ୍ୟମ କରିଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଛନ୍ତି । ଦୁର୍ବୃତ୍ତ ମାନେ ବାଇକରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ଯୁବକ ଧରାପଡିଥିବା ବେଳେ ଆଉ ଦୁଇ ଜଣ ଖସି ପଳେଇ ଯିବାରେ ସମର୍ଥ ହୋଇଛନ୍ତି।…

ଏହି ମନ୍ଦିରର ସିଡ଼ିକୁ ଛୁଇଁଲା ମାତ୍ରେ ବାହାରେ ମଧୁର ସଙ୍ଗୀତର ସ୍ୱର, ୮୦୦ ବର୍ଷ ଧରି କେହି ବୁଝିପାରୁନାହାନ୍ତି ରହସ୍ୟ

ସାରା ବିଶ୍ୱରେ ୨୧ ଜୁନରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ । ଆପଣ ଅନେକ ଥର ବାଦ୍ୟଯନ୍ତ୍ରରୁ ବାହାରୁଥିବା ସଂଗୀତ ଶୁଣିଥିବେ, କିନ୍ତୁ ତୁମେ କେବେ ଏକ ସିଡ଼ିରୁ ସଂଗୀତ ବାହାରୁଥିବା ଶୁଣିଛନ୍ତି କି ? ଆଜ୍ଞା ହଁ, ଭାରତରେ ଏପରି ଏକ ନିଆରା ମନ୍ଦିର ଅଛି, ଯାହାର ସଙ୍ଗୀତ ସିଡ଼ିରୁ ବାହାରେ ।…

ଲମ୍ବା ଆୟୁଷ ଚାହୁଁଛନ୍ତି କି? ନିୟମିତ ଯାଆନ୍ତୁ ମନ୍ଦିର, ରୁହନ୍ତୁ ସୁସ୍ଥ

ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ ନିୟମିତ ମନ୍ଦିର ଯାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅର୍ଥାତ୍ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି। କେବଳ ଏତିକି ନୁହେଁ,…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ପୁରୀ(କେନ୍ୟୁଜ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ କରି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ରତ୍ନ ଭଣ୍ଡାର ସୁରକ୍ଷିତ ଅଛିକି ନାହିଁ ତାହାକୁ ନେଇ…

ଭାରତର ଏହି ଜାଗା ଗୁଡିକରେ ଅଛି ରାବଣଙ୍କ ମନ୍ଦିର

ଏହି ବର୍ଷ ବିଜୟାଦଶମୀ ଅକ୍ଟୋବର ୮ ତାରିଖରେ ପାଳନ ହେବାକୁ ଯାଉଛି । ଏହାକୁ ଅସତ୍ୟ ଉପରେ ସତ୍ୟ ର ଵିଜୟର ପର୍ବ ମଧ୍ୟ କୁହାଯାଏ । ତେଣୁ କରି  ଏହା ନାମ ବିଜୟାଦଶମୀ ହୋଇଛି । ମା' ଦୁର୍ଗା ଙ୍କର ନବ ଦିନାତ୍ମକ ନବରାତ୍ର ପର୍ବ ପାଳନ ପରେ ମହାଦଶମୀ ପର୍ବ ପାଳନ ହୋଇଥାଏ । ବିଶ୍ୱାସ ଅଛିକି ଏହି…

ପାକିସ୍ତାନରେ ଥିବା ଏହି ଶକ୍ତିପୀଠର ସୁରକ୍ଷା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ

ସାଧାରଣତଃ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁ ମନ୍ଦିର ମାନଙ୍କୁ ଭଙ୍ଗା ଯାଉଥିବା ଖବର ସାମ୍ନାକୁ ଆସିଥାଏ । କିନ୍ତୁ ପାକିସ୍ତାନ ସ୍ଥିତ ଵେଲୁଚିସ୍ଥାନରେ ଏପରି ଏକ ମନ୍ଦିର ଅଛି ଯାହାର ରକ୍ଷା ସେଠାକାର ମୁସଲମାନ ସମ୍ପ୍ରଦାୟ କରିଥାନ୍ତି ।ଏଠାରେ ଦେବୀ ହିଙ୍ଗଲାଜ ଙ୍କ ରୂପେ ପୂଜା…