Browsing Tag

terrorist

ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ, ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ଉପରକୁ କଲେ ଆଖିବୁଜା ଗୁଳିବର୍ଷା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ। ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ବିଜୟ କୁମାର । ସେ ରାଜସ୍ଥାନର ବାସିନ୍ଦା ଥିଲେ ।…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର। ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି ଏହି ଏନକାଉଣ୍ଟର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ । ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଦକ୍ଷିଣ…

ସାମ୍ନାକୁ ଆସିଲା ମୁଣ୍ଡ ଉପରେ ୩୭ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଆତଙ୍କବାଦୀ ଖଲିଲ ହକାନୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ପରେ ପୁଣି ଥରେ ଦବଦବା ଆରମ୍ଭ ହୋଇଯାଇଛି । ତାଲିବାନ ପକ୍ଷରୁ ବିବୃତ୍ତି ଦିଆଯାଉଛି ଯେ ଏଥର ସେମାନେ ମହିଳାଙ୍କ ଅଧିକାର ପ୍ରତି ଏକ ସମ୍ବେଦନଶୀଳ ମନୋଭାବ ଗ୍ରହଣ କରିବେ ବୋଲି ଜଣାପଡ଼ିଛ । ଏହା ବ୍ୟତୀତ ତାଲିବାନ ଆଫଗାନିସ୍ତାନର…

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ଏସପିଓଙ୍କୁ ଆଖିବୁଜା ଗୁଳି କରି କଲେ ହତ୍ୟା

ଜାମ୍ମୁକାଶ୍ମୀର(କେନ୍ଯୁଜ୍): ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଘରେ ପଶି ଏସପିଓଙ୍କୁ ହତ୍ୟା କଲେ ଆତଙ୍କୀ। ଜାମ୍ମୁକାଶ୍ମୀର ଅଓ୍ଵନ୍ତିପୁରାରେ ଏସପିଓ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଆକ୍ରମଣ କରିଛନ୍ତି। ବିଳମ୍ବିତ ରାତିରେ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଫୈୟାଜଙ୍କ ମୁଣ୍ଡରେ…

ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ସୋପିୟାନ: ୩ ଆତଙ୍କବାଦୀ ସଫା। ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତ୍ମସର୍ମପଣ ପାଇଁ କୁହାଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ କଥା ନମାନି ପାଲଟା ଗୁଳିଚାଳନା କରିଥିଲେ। ଶେଷରେ…

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ । ତାକୁ ଦୁବାଇରୁ ଗିରଫ କରାଯାଇଛି । ସେ ହେଉଛି ପଞ୍ଜାବର ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ । ଆଜି ତାକୁ ଦୁବାଇରୁ ଭାରତ ଅଣାଯିବ । ବିକ୍ରିଓ୍ଵାଲ ଆଇଏସ୍‌ଆଇ ପାଇଁ କାମ…

୨ ପାକିସ୍ତାନୀ ଆତଙ୍କବାଦୀ ସଫା, ଅମୃତସରର ଅଟାରି ସୀମା ନିକଟରେ ଅନୁପ୍ରବେଶବେଳେ ହତ୍ୟା କରିଛି ବିଏସଏଫ

ଅମୃତସର: ୨ ଆତଙ୍କବାଦୀ ସଫା। ଗତକାଲି ରାତିରେ ଅନୁପ୍ରବେଶ କରିବାକୁ ଚେଷ୍ଟାକରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଛି ବିଏସଏଫ। ଅମୃତସରର ଅଟାରି ସୀମା ନିକଟରେ ଗତକାଲି ରାତିରେ କୁହୁଡି ମଧ୍ୟରେ ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବିଏସଏଫ ପକ୍ଷରୁ…

ମାଲିରେ ଫ୍ରାନ୍ସର ଏୟାର ଷ୍ଟ୍ରାଇକ୍‌, ମଲେ ୬୦ ଅଲ୍‌କାଏଦା ଆତଙ୍କବାଦୀ

ଫ୍ରାନ୍ସରେ ଗତ କିଛି ଦିନ ହେଲାଣି ଆତଙ୍କୀ ହାମଲା ପରେ ୟୁରୋପରେ ହଲଚଲ ଜାରି ରହିଛି। ଏହା ମଧ୍ୟରେ ଫ୍ରାନ୍ସର ଆତଙ୍କୀ ସଂଗଠନ ଅଲକାଏଦା ଉପରେ ଆକ୍ରମଣ କରିଛି। ଫ୍ରାନ୍ସର ରକ୍ଷା ମନ୍ତ୍ରୀ ମୁତାବକ, ଫ୍ରାନ୍ସସି ସେନା ମାଲୀରେ ଏୟାରଷ୍ଟ୍ରାଇକ କରି ୬୦ ଆତଙ୍କବାଦୀଙ୍କୁ ନିହତ କରିଛି। ଏହାଛଡା ୪…

ପ୍ରକୃତି ଛାଡ଼ୁନି ପାକ୍‌, ସୀମାରେ ଅନୁପ୍ରବେଶ ବେଳେ ଧରିଲେ ଭାରତୀୟ ଯବାନ; ଦେଖନ୍ତୁ ଭିଡିଓ

ପ୍ରକୃତି ଛାଡ଼ୁନି ପାକିସ୍ତାନ। ରୀତିମତ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖିଛି ପାକ୍‌। ଏବେ ପାକ୍‌ର ଆଉ ଏକ ଚାଲ୍‌ ଧରାପଡ଼ିଛି। ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଯୋଜନାକୁ ଭଣ୍ଡୁର କରିଛି ଭାରତ। ସେନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସେନା…

ବାବର ଖାଲସାର ଦୁଇ ଆତଙ୍କବାଦୀ ଦିଲୱାର ସିଂ ଓ କୁଲୱନ୍ତ ସିଂ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ବାବର ଖାଲସାର ଦୁଇ ଆତଙ୍କବାଦୀ ଦିଲୱାର ସିଂ ଓରଫ୍‌ ଭୂପିନ୍ଦର ଓ କୁଲୱନ୍ତ ସିଂକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୬ଟି ପିସ୍ତଲ ଓ ୪୦ଟି କାଟ୍ରିଜ ଜବତ୍‌ କରାଯାଇଛି । ଆତଙ୍କବାଦୀ ଓ ଦିଲ୍ଲୀ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଉତ୍ତର-ପଶ୍ଚିମ ଦିଲ୍ଲୀରୁ…

ଫେଲ ମାରିଲା ଷଡଯନ୍ତ୍ର, ନୂଆଦିଲ୍ଲୀରେ ଗିରଫ ହେଲା ISIS ଆତଙ୍କବାଦୀ ଅବ୍ଦୁ ୟୁସୁଫ୍‌

ନୂଆଦିଲ୍ଲୀ: ଫେଲ ମାରିଲା ଆତଙ୍କବାଦୀଙ୍କ ଷଡଯନ୍ତ୍ର । ନୂଆଦିଲ୍ଲୀରେ ଗିରଫ ହେଲା ISIS ଆତଙ୍କୀ । ଗିରଫ ଆତଙ୍କବାଦୀ ନାଁ ଅବ୍ଦୁ ୟୁସୁଫ୍‌ । ତା ନିକଟରୁ ଆଇଡି ଓ ମାରଣାସ୍ତ୍ର ଜବତ ହୋଇଛି । ଅନ୍ୟ ଜଣେ ନୂଆଦିଲ୍ଲୀ ଧୌଲାକୂଆଁ ରିଙ୍ଗ ରୋଡ ନିକଟରେ ଆତଙ୍କବାଦୀ-ପୋଲିସ ଗୁଳିବିନିମୟ ହୋଇଥିଲା ।…

ଅଲ୍‌କାଏଦାର ଦୁର୍ଦ୍ଦାନ୍ତ ଆତଙ୍କୀକୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ,ମିଳିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ପୋଲିସର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ଅଲ୍‌ କାଏଦା ସହ ଜଡ଼ିତ ଜଣେ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଆତଙ୍କବାଦୀର ନାଁ ମହମ୍ମଦ କାଲିମୁଦ୍ଦିନ୍‌ ମୁଜାହିରି ବୋଲି ଜଣାପଡ଼ିଛି। କାଲିମୁଦ୍ଦିନ୍‌ ଗିରଫ ନେଇ ଏଡିଜିପି ଏମ୍‌ଏଲ୍‌ ମୀନା କହିଛନ୍ତି, ବିଭିନ୍ନ…