Browsing Tag

tiger skin

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ

କେନ୍ୟୁଜ୍: STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ କୈଳାସ ମାଝୀ। ତାକୁ ଭବାନୀପାଟଣା ବନଖଣ୍ଡ ଅଞ୍ଚଳରୁ ଧରାଯାଇଛି। ଏସ୍‌ଟିଏଫ୍‌ ଓ ଭବାନୀପାଟଣା ୱାଇଲ୍ଡ ଲାଇଫ୍‌ ନର୍ଥ ରେଞ୍ଜ୍‌ ମିଳିତ ଭାବେ ଚଢାଉ କରି କୈଳାସକୁ ଧରିଛନ୍ତି।…

କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା: ଗିରଫ ସଂଖ୍ୟା ୪କୁ ବୃଦ୍ଧି

କେନ୍ଦୁଝର (କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା । ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ବନବିଭାଗ ପକ୍ଷରୁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ବୁଟୁ ମହାକୁଡ଼କୁ ପଚରାଉଚୁରା ପରେ…

ଡିଲ୍‌ ବେଳେ ମାଡିବସିଲେ: ଜବତ ହେଲା ବାଘ ନଖ, ଦାନ୍ତ ଓ ହାଡ଼, ୨ ଗିରଫ

କରଞ୍ଜିଆ((କେନ୍ୟୁଜ୍): ଡିଲ୍‌ ବେଳେ ମାଡିବସିଲେ। ଜବତ ହେଲା ବାଘ ନଖ, ଦାନ୍ତ ଓ ହାଡ଼। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳ ଯଶିପୁର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ବାଘ ଛାଲ ଡିଲ୍‌ ବେଳେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ, କେନ୍ଦୁଝର…

କରଞ୍ଜିଆ: ଡିଲ୍‌ ବେଳେ ମାଡିବସିଲା ବନବିଭାଗ, ୭ ବାଘଛାଲ ଚୋରା ଚାଲାଣକାରୀ ଗିରଫ

କରଞ୍ଜିଆ(କେନ୍ୟୁଜ୍): ଡିଲ୍‌ ବେଳେ ମାଡିବସିଲା ବନବିଭାଗ। ୭ ବାଘଛାଲ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲି ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସ୍‌ଷ୍ଟାଣ୍ଡ ଠାରେ କାରବାର ଚାଲିଥିଲା। ଗତକାଲି ରାତିରେ…

ବାଘ ଛାଲ ଡିଲ୍‌ ବେଳେ ମାଡି ବସିଲା ସ୍ପେଶାଲ୍‌ ସ୍କ୍ଵାର୍ଡ, ୩ ଶିକାରୀ ଗିରଫ

ଦେଓଗଡ଼(କେନ୍ଯୁଜ୍) : ବାଘ ଛାଲ ଡିଲ୍‌ ବେଳେ ମାଡି ବସିଲା ସ୍ପେଶାଲ୍‌ ସ୍କ୍ଵାର୍ଡ । ୩ ଶିକାରୀ ଗିରଫ । ଅଭିଯୁକ୍ତଙ୍କଠାରୁ ବାଘ ଛାଲ ସହ ଭୁଜାଲି ଓ ମୋବାଇଲ ଫୋନ ଜବତ କରିଛି ଦେଓଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ଵାର୍ଡ ପୋଲିସ । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ୩…

ଥମୁନି ବାଘଛାଲ କାରବାର ର‍୍ୟାକେଟ: STF ପଞ୍ଝାରେ ୨ ଚୋରା ଚାଲାଣକାରୀ

ବାରିପଦା(କେନ୍ଯୁଜ୍): ରାଜ୍ୟରେ ଥମୁନି ବାଘଛାଲ କାରବାର ର‍୍ୟାକେଟ। STF ପଞ୍ଝାରେ ପୁଣି ବାଘ ଛାଲ ଚୋରା ଚାଲାଣକାରୀ। ୨ଟି ବାଘ ଛାଲ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ସିବି ଜୁନିଅର କଲେଜ ନିକଟରେ ଡିଲ୍‌ ବେଳେ ମାଡ଼ିବସିଲା STF। ବେତନଟୀ ବନବିଭାଗ ସହାୟତାରେ ୨ ଜଣଙ୍କୁ…

ରାସ୍ତା କଡ଼ରେ ଡିଲ୍‌ ବେଳେ ମାଡିବସିଲା STF: ଗୋଟିଏ ବାଘଛାଲ ଜବତ, ଜଣେ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ହାତରେ ବାଘଛାଲ ଚୋରା ଚାଲାଣକାରୀ । ଗୋଟିଏ ବାଘଛାଲ ଜବତ ସହ ଚୋରାଚାଲାଣକାରୀ ରତ୍ନାକର ସାହୁ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗାଁ ରାସ୍ତା କଡ଼ରେ ଡିଲ୍‌ ବେଳେ ମାଡିବସିଲା STF। ଗତ ଏକ ବର୍ଷ ଭିତରେ ୨୨ଟି ବାଘଛାଲ ଜବତ ହୋଇଥିବା ବେଳେ…

ସମ୍ବଲପୁରରୁ କଲରାପତରିଆ ବାଘ ଛାଲ ଜବତ, ୨ ଗିରଫ

କୁଚିଣ୍ଡା(କେନ୍ୟୁଜ୍): ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରିଆ ବାଘ ଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ବନ ବିଭାଗର ଚଢ଼ାଉ କରିଛି। ଏହି ଘଟଣାରେ…

ବାଘ ଛାଲ ଜବତ କଲା STF, ଦୁଇ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଡିଲ୍‌ ବେଳେ ମାଡ଼ିବସିଲା STF। ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ଚୋରା ଚାଲାଣକାରୀ । ଗୋଟିଏ କଲରା ପତରିଆ ବାଘ ଛାଲ ସହ ୨ ଜଣ ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଚଟଣି ବସ୍‌ଷ୍ଟପ୍‌ ନିକଟରେ ଡିଲ୍‌ ବେଳେ ମାଡ଼ିବସିଥିଲା STF। ଦୁଇ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁର୍ଜି, ଅଜିତ…

ବୌଦ୍ଧ କପାସିରାରେ ଡିଲ୍‌ ବେଳେ ମାଡିବସିଲା STF: ୨ଟି ଚିତା ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ(କେନ୍ଯୁଜ୍): ଡିଲ୍‌ ବେଳେ ମାଡିବସିଲା। ଜବତ ହେଲା ୨ଟି ଚିତା ବାଘ ଛାଲ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରାରେ ଜଣେ ବ୍ୟକ୍ତିଙ୍କଠାରୁ ୨ଟି ଚିତା ବାଘ ଛାଲ ଜବତ ହୋଇଛି । ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ କଣ୍ଟାମାଲ…

ଧର୍ମଗଡ଼ କେଗାଁ ରେଞ୍ଜ ଅଧିନସ୍ଥ ଟିଙ୍ଗିପଦରରୁ ବାଘ ଛାଲ ଜବତ, ଜଣେ ଅଟକ

ଧର୍ମଗଡ଼(କେନ୍ଯୁଜ୍): ବାଘ ଛାଲ ଜବତ, ଜଣେ ଅଟକ । ଧର୍ମଗଡ଼ କେଗାଁ ରେଞ୍ଜ ଅଧିନସ୍ଥ ଟିଙ୍ଗିପଦର ଠାରେ ବାଘ ଛାଲ ଜବତ କରିଛି କେଗାଁ ବନ ବିଭାଗ । ବିଶେଷ ସୁତ୍ରରୁ ଖବର ପାଇ କେଗରଁ ରେଞ୍ଜ ବନ କର୍ମଚାରୀ ଚଢଉ କରିଛନ୍ତି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି ।…

ଚାଲାଣ ବେଳେ ବାଘ ଚମଡା ଜବତ, ବିରିପୁର ଜଙ୍ଗଲରେ ଡିଲ୍‌ ଚାଲିଥିବା ସମୟରେ ମାଡି ବସିଥିଲା ସ୍ୱତନ୍ତ୍ର ସ୍ୱ୍କାର୍ଡ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ବନବିଭାଗକୁ ସଫଳତା। ଚାଲାଣ ସମୟରେ ଗୋଟିଏ ବାଘ ଚମଡା ଜବତ କଲା ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ଵାର୍ଡ ଟିମ୍‌। ରାଇଘର ଅ଼ଞ୍ଚଳରେ ବାଘ ଚମଡା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ…