Browsing Tag

tiger skin seized

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ

କେନ୍ୟୁଜ୍: STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ କୈଳାସ ମାଝୀ। ତାକୁ ଭବାନୀପାଟଣା ବନଖଣ୍ଡ ଅଞ୍ଚଳରୁ ଧରାଯାଇଛି। ଏସ୍‌ଟିଏଫ୍‌ ଓ ଭବାନୀପାଟଣା ୱାଇଲ୍ଡ ଲାଇଫ୍‌ ନର୍ଥ ରେଞ୍ଜ୍‌ ମିଳିତ ଭାବେ ଚଢାଉ କରି କୈଳାସକୁ ଧରିଛନ୍ତି।…

STF ହାତରେ ବାଘଛାଲ ବେପାରୀ ଜୟନ୍ତ ବିବର

ଭୁବନେଶ୍ୱର(କେନ୍ୟୁଜ୍‌): STF ହାତରେ ବାଘଛାଲ ବେପାରୀ । ଭୁବନେଶ୍ୱର STF ଦ୍ବାରା ବାଘଛାଲ ବେପାରୀ ଜୟନ୍ତ ବିବର ଗିରଫ । STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ ବେଳେ ଗୁଣୁପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ ହୋଇଛି । ବର୍ଷେ ଭିତରେ…

କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା: ଗିରଫ ସଂଖ୍ୟା ୪କୁ ବୃଦ୍ଧି

କେନ୍ଦୁଝର (କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା । ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ବନବିଭାଗ ପକ୍ଷରୁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ବୁଟୁ ମହାକୁଡ଼କୁ ପଚରାଉଚୁରା ପରେ…

ଡିଲ୍‌ ବେଳେ ମାଡିବସିଲା STF: ଗୋଟିଏ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(କେନ୍ୟୁଜ): ଡିଲ୍‌ ବେଳେ ମାଡିବସିଲା STF। କବ୍‌ଜାରେ ବାଘ ଛାଲ ଚୋରା ଚାଲାଣକାରୀ। ବଲାଙ୍ଗିର ବନବିଭାଗ ସହାୟତାରେ ଟିକରପଡ଼ା ସଇନ୍ତଳା ଅ଼ଞ୍ଚଳରେ ବାଘ ଛାଲ ଡିଲ୍‌ ବେଳେ ମାଡିବସିଛି। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଗୋଟିଏ ବାଘ ଛାଲ ଜବତ କରାଯାଇଛି। ୨୦୨୦ରୁ…

ଡିଲ୍‌ ବେଳେ ମାଡିବସିଲେ: ଜବତ ହେଲା ବାଘ ନଖ, ଦାନ୍ତ ଓ ହାଡ଼, ୨ ଗିରଫ

କରଞ୍ଜିଆ((କେନ୍ୟୁଜ୍): ଡିଲ୍‌ ବେଳେ ମାଡିବସିଲେ। ଜବତ ହେଲା ବାଘ ନଖ, ଦାନ୍ତ ଓ ହାଡ଼। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳ ଯଶିପୁର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ବାଘ ଛାଲ ଡିଲ୍‌ ବେଳେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ, କେନ୍ଦୁଝର…

STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ : ବାଘ ଛାଲ ଜବତ, ଜଣେ ଗିରଫ

କନ୍ଧମାଳ (କେନ୍ୟୁଜ): STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ । ଡିଲ ବେଳେ ମାଡ଼ି ବସିଲା STF । ବାଘଛାଲ ଜବତ ହୋଇଛି । ଦାରଙ୍ଗବାଡ଼ି ଅଞ୍ଚଳର ବିପିନ ନାୟକ ଗିରଫ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଖୋଳତାଡ଼ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୭ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୧୫ଟି…

କରଞ୍ଜିଆ: ଡିଲ୍‌ ବେଳେ ମାଡିବସିଲା ବନବିଭାଗ, ୭ ବାଘଛାଲ ଚୋରା ଚାଲାଣକାରୀ ଗିରଫ

କରଞ୍ଜିଆ(କେନ୍ୟୁଜ୍): ଡିଲ୍‌ ବେଳେ ମାଡିବସିଲା ବନବିଭାଗ। ୭ ବାଘଛାଲ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲି ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସ୍‌ଷ୍ଟାଣ୍ଡ ଠାରେ କାରବାର ଚାଲିଥିଲା। ଗତକାଲି ରାତିରେ…

ବାଘ ଛାଲ ଡିଲ୍‌ ବେଳେ ମାଡି ବସିଲା ସ୍ପେଶାଲ୍‌ ସ୍କ୍ଵାର୍ଡ, ୩ ଶିକାରୀ ଗିରଫ

ଦେଓଗଡ଼(କେନ୍ଯୁଜ୍) : ବାଘ ଛାଲ ଡିଲ୍‌ ବେଳେ ମାଡି ବସିଲା ସ୍ପେଶାଲ୍‌ ସ୍କ୍ଵାର୍ଡ । ୩ ଶିକାରୀ ଗିରଫ । ଅଭିଯୁକ୍ତଙ୍କଠାରୁ ବାଘ ଛାଲ ସହ ଭୁଜାଲି ଓ ମୋବାଇଲ ଫୋନ ଜବତ କରିଛି ଦେଓଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ଵାର୍ଡ ପୋଲିସ । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ୩…

ଥମୁନି ବାଘଛାଲ କାରବାର ର‍୍ୟାକେଟ: STF ପଞ୍ଝାରେ ୨ ଚୋରା ଚାଲାଣକାରୀ

ବାରିପଦା(କେନ୍ଯୁଜ୍): ରାଜ୍ୟରେ ଥମୁନି ବାଘଛାଲ କାରବାର ର‍୍ୟାକେଟ। STF ପଞ୍ଝାରେ ପୁଣି ବାଘ ଛାଲ ଚୋରା ଚାଲାଣକାରୀ। ୨ଟି ବାଘ ଛାଲ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ସିବି ଜୁନିଅର କଲେଜ ନିକଟରେ ଡିଲ୍‌ ବେଳେ ମାଡ଼ିବସିଲା STF। ବେତନଟୀ ବନବିଭାଗ ସହାୟତାରେ ୨ ଜଣଙ୍କୁ…

ରାସ୍ତା କଡ଼ରେ ଡିଲ୍‌ ବେଳେ ମାଡିବସିଲା STF: ଗୋଟିଏ ବାଘଛାଲ ଜବତ, ଜଣେ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ହାତରେ ବାଘଛାଲ ଚୋରା ଚାଲାଣକାରୀ । ଗୋଟିଏ ବାଘଛାଲ ଜବତ ସହ ଚୋରାଚାଲାଣକାରୀ ରତ୍ନାକର ସାହୁ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗାଁ ରାସ୍ତା କଡ଼ରେ ଡିଲ୍‌ ବେଳେ ମାଡିବସିଲା STF। ଗତ ଏକ ବର୍ଷ ଭିତରେ ୨୨ଟି ବାଘଛାଲ ଜବତ ହୋଇଥିବା ବେଳେ…

ଦେବଗଡ଼ ବ୍ରାହ୍ଣଣପାଲି ଗାଁ ନିକଟରେ ବିକ୍ରି ପାଇଁ ଡିଲ୍‌ ବେଳେ ରେଡ୍‌: ଏକ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଦେବଗଡ଼ (କେନ୍ଯୁଜ୍): ବିକ୍ରି ପାଇଁ ଡିଲ୍‌ ବେଲେ ରେଡ୍‌। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ଣଣପାଲି ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ ମାଡି ବସିଲା ବନବିଭାଗ। ଚଢାଉ…

ବୌଦ୍ଧ କପାସିରାରେ ଡିଲ୍‌ ବେଳେ ମାଡିବସିଲା STF: ୨ଟି ଚିତା ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ(କେନ୍ଯୁଜ୍): ଡିଲ୍‌ ବେଳେ ମାଡିବସିଲା। ଜବତ ହେଲା ୨ଟି ଚିତା ବାଘ ଛାଲ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରାରେ ଜଣେ ବ୍ୟକ୍ତିଙ୍କଠାରୁ ୨ଟି ଚିତା ବାଘ ଛାଲ ଜବତ ହୋଇଛି । ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ କଣ୍ଟାମାଲ…