Browsing Tag

traffic chalan

ଏବେ ଗାଡ଼ି ଚଲାଇବା ସମୟରେ ଇୟରଫୋନ ବ୍ୟବହାର କଲେ କଟିବ ଭାରି ଚାଲାଣ, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

କାର କିମ୍ବା ବାଇକ ଚଲାଇବା ସମୟରେ ଏହି କଥାକୁ ଏବେ ଧ୍ୟାନ ଦିଅନ୍ତୁ। ନଚେତ କଟିବ ଆପଣଙ୍କର ଭାରି ଚାଲାଣ। ଆମେ ସମସ୍ତେ ଜାଣିଛେ ଯେ ଗାଡ଼ି ଚଲାଇବା ସମୟରେ ଆମେ ଫୋନରେ କଥା ହେବାକୁ ବାରଣ କରାଯାଇଛି। ଏମିତିରେ ଅନ୍ୟମନସ୍କ ରେ ଦୁର୍ଘଟଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ସତର୍କ କରାଇବା…

ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ, ଏମିତି କଲେ ୨୫ହଜାର ଟଙ୍କା ଜରିମନା ସହ ଭୋଗିବେ ୩ ବର୍ଷର ଜେଲ ଦଣ୍ଡ

ଯାତାୟତ ନିୟମ ଅନୁସାରେ ମୋଟରବାହନ ଚଲାଇବା ପାଇଁ କେତେକ ନିୟମ ରହିଛି। ଯାହାକୁ ମାନି ଗାଡ଼ି ଚଲାଇଲେ ଆପଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କିନ୍ତୁ ଯଦି ଆପଣ ଜାଣିକି ବି ଭୁଲ କରୁଛନ୍ତି , ନିୟମର ଅବମାନନା କରୁଛନ୍ତି ତେବେ ଟ୍ରାଫିକ ଦଣ୍ଡ ଭୋଗିବାକୁ ଆପଣ ବାଧ୍ୟ। ଯାତାୟତ…

ଭୁଲରେ ଯଦି ଆପଣଙ୍କର ଟ୍ରାଫିକ ଚାଲାଣ କଟେ ତେବେ ତୁରନ୍ତୁ ଏଠାକୁ ଯାଇ ଅଭିଯୋଗ କରନ୍ତୁ , ଭରିବାକୁ ପଡ଼ିବ ନାହିଁ…

ଯଦି ଆପଣଙ୍କୁ ଏମିତି ଲାଗୁଛି ଯେ ଟ୍ରାଫିକ ପୋଲିସ ଆପଣଙ୍କ ଠୁ ଭୁଲ ଉପାୟରେ ଚାଲାଣ କାଟିଛି ତେବେ ସତର୍କ ରୁହନ୍ତୁ। ଆଦୌ ଚିନ୍ତା କରନ୍ତୁ ନାହିଁ। ବରଂ ଚାଲାକ ହୋଇ ଏହା ସମ୍ବନ୍ଧରେ ବରିଷ୍ଠ ଅଧିକାରୀ ଯେମିତିକି ଟ୍ରାଫିକ କମିଶନର ଓ ଏସପି ଟ୍ରାଫିକଙ୍କ ପାଖରେ ଅଭିଯୋଗ କରିପାରିବେ।…

କାର୍‌ରେ ନିଶାଦ୍ରବ୍ୟକୁ ବ୍ୟବହାର କରୁଥିଲେ ସାବଧାନ! ନଚେତ୍‌ ଭୋଗିବେ ବଡ଼ ଦଣ୍ଡ

ଗାଡ଼ି କିଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଗାଡ଼ି ଚଲାଇବାକୁ ନେଇ ଅନେକ ନିୟମ କିଛି ଜଣକୁ ଜଣନଥାଏ। ନୂଆ ନୂଆ ଗାଡ଼ିଚଲାଉଥିବା ଲୋକ ମଧ୍ୟ ଏହା ସମ୍ପର୍କରେ ସବୁକିଛି ଜାଣିନଥାନ୍ତି। ଯାହା ପାଇଁ ଅସୁବିଧା ମଧ୍ୟ ଭୋଗିଥାନ୍ତି। ରାସ୍ତାରେ ଗାଡ଼ି ଚଲାଇବାକୁ ନେଇ ଦେଶରେ ଅନେକ ନିୟମ…

ଟ୍ରାଫିକର ଏହି ନିୟମ ଭାଙ୍ଗିଲେ ଭରିବେ ମୋଟା ଅଙ୍କର ଫାଇନ, ଜାଣନ୍ତୁ ଏହି ନିୟମ ସମ୍ପର୍କରେ..

ରାସ୍ତାରେ ଗାଡ଼ି ନେବା ସମୟରେ ଯାତାୟାତକୁ ନେଇ ଅନେକ ନିୟମ ପାଳନ କରିବାକୁ କୁହାଯାଇଥାଏ। ଯାତାୟାତ ନିୟମକୁ ପାଳନ ନକରିବା ଦ୍ୱାରା ଲୋକଙ୍କ ଚାଲାଣ କଟିଥାଏ । କେବଳ ଏତିକି ନୁହେଁ ବରଂ ଏହି ନିୟମକୁ ଅବମାନନା କରିବା ଦ୍ୱାରା ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ। ସଡ଼କରେ ଯାତ୍ରା କରିବା ସମୟରେ…

ଚେକ କରିନିଅନ୍ତୁ ଆପଣଙ୍କ ଚାଲାଣ ପେଣ୍ଡିଙ୍ଗ ରହିଯାଇନି ତ? ତେବେ ମହଙ୍ଗା ପଡିପାରେ ପରିଣାମ

ଟ୍ରାଫିକ ଚାଲାଣ ଜରିମାନା ରାଶି ନ ଭରିଲେ ଏବେ ଆପଣଙ୍କୁ ମହଙ୍ଗା ପଡିପାରେ। ଯଦି ଆପଣଙ୍କ ଚାଲାଣ କଟିଯାଇଛି ଏବଂ ଏବେ ଯାଏଁ ନ ଭରିଛନ୍ତି, ତେବେ ତୁରନ୍ତ ଭରିଦିଅନ୍ତୁ। ନଚେତ ଏମିତି ଆଉ ନହେଉ ଯେ ଆପଣଙ୍କୁ ଜରିମାନା ରାଶି ଇନସୁରାନ୍ସ ଆକାରରେ ଦେବାକୁ ହେବ। ଏହାସହିତ ଆପଣଙ୍କ ଡ୍ରାଇଭିଙ୍ଗ୍‌…