Browsing Tag

truck accident

ଢେଙ୍କାନାଳ : ଟ୍ରକ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ (କେନ୍ୟୁଜ) : ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ, ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ହୋଇଛନ୍ତି । ମୃତ ସ୍ତ୍ରୀ ଲୋକର ସ୍ଵାମୀ ସୁବାସ ଚନ୍ଦ୍ର ନନ୍ଦ ବାଇକ ଯୋଗେ ବଅରପାଳରୁ ସ୍ତ୍ରୀ ଓ ପୁଅକୁ ଧରି…

ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟ ରାସ୍ତା କଡରେ ଦୁର୍ଘଟଣା: ୪ରୁ ୫ଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ…

ସାଲେପୁର(କେନ୍ୟୁଜ୍): ଆଜି ଭୋର୍ ସମୟରେ ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟରାସ୍ତା କଡରେ ଥିବା ୪ରୁ ୫ଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ୍ । ଅଳ୍ପକେ ବଞ୍ଚିଗଲେ ୧୪ କର୍ମଚାରୀ । ଦୁଇଟି ଟ୍ରକ୍ ଉକ୍ତ ଦୋକାନ ଭିତରେ ସେମିତି ପଶି ରହିଛି । କଟକରୁ କେନ୍ଦ୍ରାପଡା ଅଭିମୁଖେ…

ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର

ଭଦ୍ରକ(କେନ୍ୟୁଜ୍): ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ…

କାମାକ୍ଷାନଗର ପଥରଖମ୍ବ ଛକ ନିକଟରେ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ମୃତ

ଢେଙ୍କାନାଳ(କେନ୍ୟୁଜ୍): ଚାପିଦେଲା ଟ୍ରକ , ୫ ମୃତ । କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ । ୫ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛି। ସମସ୍ତ ମୃତକ…

ମାଲକାନଗିରିର ପୂର୍ବତନ ବିଧାୟକ ନିମାଇ ସରକାରଙ୍କ କୋରାପୁଟରେ ଘଟିଛି ଦୁର୍ଘଟଣା: ଧକା ଦେଲା କାଠ ବୋଝେଇ ଟ୍ରକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଦୁର୍ଘଟଣା।ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଉପରେ ମାଡିଗଲା କାଠ ବୋଝେଇ ଟ୍ରକ ।ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।କୋରାପୁଟ ପୌରପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ୨୬ ନଂ…

ଢ଼େଙ୍କାନାଳ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା, ବସ୍ ଡ୍ରାଇଭର ସହ ୨…

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କଣ୍ଟେଇ କୋଳିଆ ସୂର୍ଯ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଓ ବସ୍ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସହ ୨ ଯାତ୍ରୀ ଆହତ ହୋଇଛନ୍ତି। ବସଟି ପାଲଲହଡା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ…

ଯାଜପୁର ବରଡ଼ା ଛକରେ ଦୁର୍ଘଟଣା ଘଟି ମା ଓ ଝିଅର ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁରରେ ଚାଞ୍ଚଲ୍ୟ । ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁର ସାଂଘାତିକ ସତ ସାମନାକୁ ଆସିଛି । କାଲିର ଘଟଣା ଦୁର୍ଘଟଣା ନଥିଲା । ସାଇଡ୍‌ ମରାକୁ ନେଇ ବଚସାରୁ ରାଗରେ ମାଆ ଓ ଝିଅଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା ଡ୍ରାଇଭର । ଯାଜପୁର ବରଡ଼ା ଛକରେ ଗତକାଲି ଅପରାହ୍ଣରେ…

ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌। ଦୁର୍ଘଟଣାରେ ଗୋରୁ ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୬ଟି ଗୋରୁ ଆହତ ହୋଇଛନ୍ତି। ତେବେ ଏଯାଏ ଗୋରୁ ବେପାରୀଙ୍କ ପରିଚୟ ମିଳିନାହିଁ। କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ…

ଦୁଇଟି ଟ୍ରକ୍ ମୁହାମୁହିଁ ଧକ୍କା: ୨ମୃତ, ୨ଗୁରୁତର

ନୂଆପଡ଼ା(କେନ୍ୟୁଜ୍): ଦୁଇଟି ଟ୍ରକ୍ ମୁହାମୁହିଁ ଟକ୍କର। ୨ମୃତ, ୨ଗୁରୁତର। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥର ତରବୋଡ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।…

ଟ୍ରକ୍ ଧକ୍କାରେ ଅଜଣା ସାଇକେଲ ଆରୋହୀ ଗୁରୁତର, ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ଚିକିତ୍ସା

ରାୟଗଡ଼ା(କେନ୍ୟୁଜ୍): ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର। ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ପିଡବ୍ଲୁଡି ଛକ ନିକଟରେ ଗତକାଲି ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଲଡୁ ସାହୁ ଗୋଦାମକୁ ଯିବା ସମୟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ…

ରାୟଗଡ଼ା: ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାୟଗଡ଼ା(କେନ୍ୟୁଜ): ଦୁର୍ଘଟଣା ପରେ ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ। ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡି କଲୋନୀରେ ଟ୍ରକ୍ ଧକ୍କାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ୨ଜଣ ଯୁବକ ବାଇକ୍‌ରେ କୁମ୍ଭିକୋଟା ଆଡୁ କୁଟ୍ରାବେଡ଼ାକୁ…

ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍; ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ…