Browsing Tag

twitter

ନିଜ ଆକାଉଣ୍ଟରେ Blue-tick ପାଇବାକୁ ଚାହୁଁଥିଲେ ମାନନ୍ତୁ ଟ୍ଵିଟରର ଏହି ସହଜ ପ୍ରୋସେସ

ଆଜିକାଲି ବ୍ଲୁ ଟିକ୍ ଟ୍ୱିଟରରେ ଏକ ଟ୍ରେଣ୍ଡ ପାଲଟିଛି। ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ୟୁଜର ଓ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର କୁ ଅନେକ ଲୋକ ବ୍ୟବହାର କରନ୍ତି। । ଏହି ୟୁଜର୍ସ ମାନେ ଅନେକ କିଛି ପୋଷ୍ଟ କରି…

ଟ୍ୱିଟରର ଧମାକାଦାର ଫିଚର : ଏଣିକି ଆପଣ ଟ୍ୱିଟ୍ କରିବା ମାତ୍ରେ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟରେ ସ୍ୱୟଂଚାଳିତ ଭାବେ…

ଟ୍ୱିଟରର ସମସ୍ତ ୟୁଜର୍ସ ମାନଙ୍କ ପାଇଁ କମ୍ପାନୀ ଏକ ଭଲ ସୁବିଧା ଯୋଗାଇ ଦେବାକୁ ଯାଉଛି। ଗୁରୁବାର ଟ୍ୱିଟର ଏକ ନୂଆ ଫିଚର ଘୋଷଣା କରିଛି । ଯାହା ମାଧ୍ୟମରେ ବର୍ତ୍ତମାନ ୟୁଜର୍ସମାନେ ସ୍ନାପଚାଟ ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ସିଧାସଳଖ ଟ୍ୱିଟ୍ କ୍ରସ୍ ପୋଷ୍ଟ କରିବାର ସୁବିଧା ପାଇବେ। ଏହି ଫିଚର…

ଟ୍ୱିଟରରେ ଆସୁଛି ସ୍ୱତନ୍ତ୍ର ଫିଚର: ଏଣିକି ୩୦ ମିନିଟ୍‌ ଭିତରେ ଏଡିଟ କରିପାରିବେ ଟ୍ୱିଟ୍

ଶେଷରେ ଟ୍ୱିଟରରେ ସେହି ଫିଚର ଆସିବାକୁ ଯାଉଛି, ଯାହାକୁ ଲୋକେ ଖୁବ୍‌ ଅପେକ୍ଷା କରି ରହିଛନ୍ତି । ଖୁବ୍ ଶୀଘ୍ର ଟ୍ୱିଟର ନିଜର ୟୁଜରଙ୍କୁ ଏକ ଖାସ୍‌ ଉପହାର ଦେବାକୁ ଯାଉଛି । କମ୍ପାନୀ ନିକଟରେ ଘୋଷଣା କରିଛି କି ସେ ବଛା ବଛା ଟ୍ୱିଟର ୟୁଜରଙ୍କ ପାଇଁ ମୋଷ୍ଟ –ଆୱେଟେଡ୍‌ ଏଡିଟ୍‌ ବଟନର ରୋଲଆଉଟ୍…

ସରକାରଙ୍କ ନିର୍ଦ୍ଦେଶରେ ୬ ମାସ ଭିତରେ ୧୧୨୨ ଲିଙ୍କ ବ୍ଲକ କରିଛି ଟ୍ୱିଟର

ମାଇକ୍ରୋବ୍ଲଗିଂଗ ସାଇଟ Twitter ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ଆଇଟି ମନ୍ତ୍ରାଳୟର ନିର୍ଦ୍ଦେଶରେ ୧୧୨୨ ୟୁଆରଏଲ କୁ ବ୍ଲକ କରିଦେଇଛନ୍ତି । ଏବାବଦରେ ସୂଚନା ବୁଧବାର ରାଜ୍ୟମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ଆଇଟି ପାଇଁ ରାଜୀବ ଚନ୍ଦ୍ରସେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଭାବେ ଦେଇଛନ୍ତି ।…

ଟ୍ଵିଟର କହିଲା ‘ବନ୍ଦ ହୋଇଯିବ ଆମ ଧନ୍ଦା’, କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ…

ଦୁନିଆର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ ଟେନ୍ସନ୍‌ରେ। ତାଙ୍କ ସମସ୍ୟା ଏତେ ବଢ଼ିଯାଇଛି ଯେ ଏବେ ସେମାନେ କହିଛନ୍ତି ଯେ ତାଙ୍କ ଧନ୍ଦା ବନ୍ଦ ହୋଇଯିବ। ରିପୋର୍ଟ ମୁତାବକ, ମଙ୍ଗଳବାର କର୍ଣ୍ଣାଟକ…

ଟ୍ୱିଟର କିଣିବା ନେଇ ନିଜ ତରଫରୁ ଡିଲକୁ ରଦ୍ଦ କଲେ ଏଲନ୍ ମସ୍କ, କଂପାନୀ କରିବ ମକଦ୍ଦମା

ନୂଆଦିଲ୍ଲୀ: ଏଲନ୍ ମସ୍କ, ଟ୍ୱିଟର ବୁଝାମଣା ନିଜ ତରଫରୁ ବାତିଲ କରିଦେଇଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଗତ ଏପ୍ରିଲ ୨୫ ତାରିଖରେ ଟୁଇଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ଦେଇଥିଲା । ମାତ୍ର ପରେ ଏହା ୪୪ ବିଲିୟନ ଡଲାରକୁ ଖସିଥିଲା । ଶୁକ୍ରବାର ମସ୍କ କହିଛନ୍ତି ଯେ ସେ…

ପୁଣି ଥରେ ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ବଡ ଝଟକା, ରାତା ରାତି ବ୍ୟାନ ହେଲା ଲକ୍ଷ ଲକ୍ଷ ଆକାଉଣ୍ଟ

Twitter ଏକ ଉତ୍ତମ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ଯେଉଁଥିରେ ଆପଣ ଆପଣଙ୍କ ନିଜର କଥା ଖୁବ ସହଜରେ ସେୟାର କରିପାରିବେ । ନିଜ ମତ ରଖିବାକୁ ଟ୍ୱିଟର ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି । କିନ୍ତୁ ଏହି ସବୁ ସ୍ୱାଧୀନତାର ଯେବେ ଭୁଲ ଫାଇଦା ଉଠାଯାଏ ସେସମୟରେ ଟ୍ୱିଟର ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ…

ଟ୍ୱିଟର ଆକାଉଣ୍ଟ ବ୍ଲକ୍‌କୁ ବିରୋଧ କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କଲା ପାକିସ୍ତାନ, କହିଲା ଲଗାମ ଲଗାଇବାକୁ…

ନୂଆଦିଲ୍ଲୀ : ନିକଟ ଅତୀତରେ ନିର୍ଦ୍ଦିଷ୍ଟ କେତେକ ପାକିସ୍ତାନୀ ଟୁଇଟର୍‌ ହ୍ୟାଣ୍ଡଲ୍‌ଗୁଡ଼ିକୁ ଭାରତରେ ବ୍ଲକ୍‌ କରାଯାଇଥିବାରୁ ତୀବ୍ର ପ୍ରତିବାଦ ବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଇସ୍‌ଲାମାବାଦସ୍ଥିତ ‘ଇଣ୍ଡିଆନ୍‌ ଚାର୍ଜ ଡି’ଆଫେୟାର୍ସ’ ସୁରେଶ କୁମାରଙ୍କୁ ପାକିସ୍ତାନ ଡକାଇଥିଲା। ଏହା…

ଟ୍ଵିଟର ଆଣୁଛି ବଢ଼ିଆ ଫିଚର! ଏଣିକି ସମସ୍ତଙ୍କୁ ଦେଖାଯିବ ନାହିଁ ଆପଣଙ୍କ ଟ୍ଵିଟ, ଜାଣନ୍ତୁ କେମିତି

ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟ୍ଵିଟର ଏକ ନୂଆ ଫିଚର ଟେଷ୍ଟିଙ୍ଗ କରୁଛି। ଟ୍ଵିଟରର ଏହି ଫିଚରର ନାମ ସର୍କଲ। ଟ୍ଵିଟରର ଏହି ସର୍କଲ ଫିଚର ଆସିବା ପରେ ଆପଣ ନିଜେ ବାଛିପାରିବେ ଯେ ଆପଣଙ୍କ ଟ୍ଵିଟ କିଏ ଦେଖିବ ଏବଂ କିଏ ନାହିଁ। ଟ୍ଵିଟରର ଏହି ଫିଚର ଆପଣଙ୍କୁ ଗୃପ କିମ୍ବା ସର୍କଲ ବନାଇବାର ସୁବିଧା…

ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କଲା ଟ୍ବିଟର , ଦେବାକୁ ହେବ ୧୫ କୋଟି ଡଲାର ଜରିମାନା

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହି କାରଣରୁ ଟ୍ୱିଟର ଉପରେ ୧୫ କୋଟି ଡଲାର ଜରିମାନା କରାଯାଇଛି। ଏହା ସହିତ କମ୍ପାନୀକୁ ଏହାର ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷା ପାଇଁ ମାନକ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।…

ଟ୍ଵିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ, ଘୋଷଣା କଲେ ନୂଆ ମାଲିକ ଏଲନ୍‌ ମସ୍କ

ଶେଷରେ ଟ୍ଵିଟରକୁ ପୁଣିଥରେ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରର ନୂଆ ମାଲିକ ଏଲନ୍‌ ମସ୍କ ଏ ନେଇ ଘୋଷଣା କରିଛନ୍ତି। ମସ୍କ ଘୋଷଣା କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଟ୍ଵିଟର ବ୍ୟାନ୍‌ ହଟାଇଛି। ଏଲନ୍‌ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ…

ଟ୍ଵିଟର ୟୁଜର୍ସଙ୍କୁ ବଡ଼ ଝଟକା ଦେଲେ ଏଲନ ମସ୍କ, ଏବେ ବ୍ୟବହାରକାରୀଙ୍କୁ ଦେବାକୁ ହେବ ପଇସା

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଲଗାତର ଚର୍ଚ୍ଚାରେ ରହୁଛନ୍ତି ।ଏହାମଧ୍ୟରେ ଏଲନ ମସ୍କ ଏବେ ଟ୍ଵିଟ୍‌ କରି ଯାହା କରିଛନ୍ତି, ତାହା ଜାଣିବା ପରେ ଟ୍ଵିଟର ୟୁଜର୍ସ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ…