Browsing Tag

vigilance

କଳାହାଣ୍ଡି ଭିଜିଲାନ୍ସ ଜାଲରେ ସଗଡା ବନବିଭାଗର ଫରେଷ୍ଟର, ରାତି ଅଧରେ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିବା ବେଳେ ରେଡ୍‌

କଳାହାଣ୍ଡି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଫରେଷ୍ଟର । କଳାହାଣ୍ଡି ଭିଜିଲାନ୍ସ ଜାଲରେ ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ । ରାତି ଅଧରେ ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିବା ବେଳେ ରେଡ୍‌ ହୋଇଥିଲା । ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି…

କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଜବତ ହେଲା କେଜି କେଜି ସୁନା ଓ ଟଙ୍କା

ବ୍ରହ୍ମପୁର(କେନ୍ୟୁଜ୍): କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଜବତ ହେଲା କେଜି କେଜି ସୁନା ଓ ଟଙ୍କା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସର ଚଢାଉ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ…

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ

କଟକ (କେନ୍ୟୁଜ୍): ୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ। ଜଣେ ସରକାରୀ କର୍ମଚାରୀଙ୍କଠାରୁ ନେଉଥିଲେ ଲାଞ୍ଚ। ଏକ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରିବା ସହ ସୁବିଧା ଜାଗାରେ ନିଯୁକ୍ତି କରାଇ…

ଭିଜିଲାନ୍ସ ଜାଲରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟଳୟର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ

ହିଞ୍ଜିଳିକାଟୁ (କେନ୍ୟୁଜ୍): ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟଳୟର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଏନ. ଜଗଦୀଶ ରାଓ। ମାଡିବସିଲେ ଭିଜିଲାନ୍ସ କର୍ମଚାରୀ। ଜମିର କିସମ ପରିବର୍ତ୍ତନ ପାଇଁ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଅବସରପ୍ରାପ୍ତ…

୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁରୀ ଡିଆଇସି ଅଫିସ ସୁପରଭାଇଜର

ପୁରୀ (କେନ୍ୟୁଜ୍): ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁରୀ ଡିଆଇସି ଅଫିସ ସୁପରଭାଇଜର ନାରାୟଣ ପଟ୍ଟନାୟକ। ୨ ଲକ୍ଷ ୪୫ ହଜାର ଟଙ୍କାର ସବସିଡି କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଜଣେ ମେଟାଲ ପ୍ରୋସେସିଙ୍ଗ ୟୁନିଟର ମାଲିକଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ସମୟରେ ଧରିଛି…

ଭିଜିଲାନ୍ସ ଜାଲରେ କେଉଁଝର ବୁଢ଼ୀକାପୁଡି ପଞ୍ଚାୟତ ଜିଆରଏସ୍, ୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

କେଉଁଝର(କେନ୍ୟୁଜ୍): ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆରଏସ। କେଉଁଝର ଜିଲ୍ଲା ବୁଢ଼ୀକାପୁଡି ପଞ୍ଚାୟତ ଜିଆରଏସ୍ ନିରାକାର ମହାନ୍ତ। ଜବ୍ କାର୍ଡଧାରୀଙ୍କ ନାମ ପଞ୍ଜିକରଣ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ଟଙ୍କା ଜିଆରଏସଙ୍କ ଠାରୁ ଜବତ। ଅଧିକ ତଦନ୍ତ ଜାରି ରଖିଛି…

ଭିଜିଲାନ୍ସ ଜାଲରେ କଟକ ଡମପଡା ବ୍ଳକର ସହକାରୀ ଯନ୍ତ୍ରୀ, ଏକାକାଳୀନ ୪ଟି ସ୍ଥାନରେ ଚାଲିଛି ଚଢଉ

କଟକ(କେନ୍ୟୁଜ): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡା ବ୍ଳକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଭଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏକାକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଉଛି ।…

ଭିଜିଲାନ୍ସ କବ୍‌ଜାରେ ଡେରାବିଶ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ, ଦରମା କରାଇଦେବାକୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଏବିଇଓ ବିପିନ ବିହାରୀ ସିଂ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ବକେୟା ଦରମା ଟଙ୍କା କରାଇଦେବାକୁ କହି ବିପିନ୍‌ ବିହାରୀ ଲାଞ୍ଚ ନେଉଥିଲେ। ସୂଚନାନୁଯାୟୀ,…

ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ, ୨୦୧୬ ମସିହାରୁ ରହିଥିଲେ ଫେରାର

କଟକ(କେନ୍ୟୁଜ): ସରକାରୀ ପାଣ୍ଠି ହଡ୍‌ପ ଅଭିଯୋଗରେ ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ । ପୂର୍ବତନ ନାଜିର ରଜତ କୁମାର ରାଉତରାୟକୁ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ ଗିରଫ କରିଛି । ୨୦୧୬ ମସିହାରୁ ସେ ଫେରାର ଥିଲେ । ୪ କୋଟି ୯୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ତୋଷରପାତ ଘଟଣାରେ ରଜତ ହେଉଛି…

ମାମଲା ରଫା ଦଫା କରାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେବା ଘଟଣା: ଇନିସ୍ପେକ୍ଟର ମାନସୀ ଜେନା ଓ ମଧ୍ୟସ୍ଥି ମୁକେଶ ସାହୁଙ୍କ…

ସମ୍ବଲପୁର(କେନ୍ୟୁଜ୍‌): ମାମଲା ରଫା ଦଫା କରାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେବା ଘଟଣାରେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା ଓ ମଧ୍ୟସ୍ଥି ମୁକେଶ ସାହୁକୁ ଜେରା କରୁଛି ଭିଜିଲାନ୍ସ ଇଣ୍ଟରନାଲ ୟୁନିଟ । ଆଜି ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ । ମୁକେଶ ସାହୁ ଏକାଧିକ ଜମିଜମା…

ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ: ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ରେଡ୍, IIC…

ଭୁବନେଶ୍ୱର(କେନ୍ୟୁଜ୍‌): ଆକ୍ସନ ମୋଡରେ ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢାଉ କରି ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ନିନା ବେଉରା ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ…

ଧରିବା ଲୋକ ଖାଉଥିଲା ଲାଞ୍ଚ, ବାନ୍ଧିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍):ଭିଜିଲାନ୍‌ସ ଜାଲରେ ଲେଡି ଭିଜିଲାନ୍‌ସ ଇନ୍‌ସପେକ୍ଟର । ମାମଲାର ଦଫାରଫା ପାଇଁ ମଧ୍ୟସ୍ଥି ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍‌ସ ବିଭାଗର ଇଣ୍ଟରନାଲ୍‌ ଭିଜିଲାନ୍‌ସ ୟୁନିଟ୍‌। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍‌ସ୍ପେକ୍ଟର…