ବାଏ ବାଏ ସାର୍…! ଯୁବକଙ୍କ ଛୋଟିଆ ଇସ୍ତଫା ପତ୍ର ସମସ୍ତଙ୍କୁ କରିଦେଲା ଚକିତ; ସୋସିଆଲ ମିଡିଆରେ ଫଟୋ ଭାଇରାଲ
କୌଣସି ବି ଚାକିରିରୁ କ୍ୱିଟ୍ କରିବା ଆମ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ। ଆମେମାନେ ପ୍ରାୟତଃ ଅଫିସ୍ ପରିବେଶ କିମ୍ବା ସହକର୍ମୀଙ୍କ ସହ ତାଳମେଳ ନ ପଡ଼ିବା କାରଣରୁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥାଉ। ଏହା ବ୍ୟତୀତ ଅନେକ ବାର ଲୋକେ ଦରମାରେ ଅସନ୍ତୁଷ୍ଟ ହୋଇ…